ସ୍ୱାମୀ ଓ ତାଙ୍କ ପରିବାର ବିରୋଧରେ ନିର୍ଯାତନା ଅଭିଯୋଗ ଆଣିଲେ ବୀରମିତ୍ରପୁର ଥାନାର ମହିଳା ଅଧିକାରିଣୀ
ପୋଲିଶ ଅଧିକାରୀଙ୍କୁ ନିର୍ଯାତନା ଦେଉଛନ୍ତି ତାଙ୍କର ଅଧ୍ୟାପକ ସ୍ୱାମୀ ଓ ଶାଶୁ ଘର ଲୋକେ । ରାଉରକେଲାର ରଘୁନାଥପାଲି ଥାନାରେ ଏନେଇ ଅଭିଯୋଗ ଆଣିଛନ୍ତି ବୀରମିତ୍ରପୁର ଥାନା ଅଧିକାରୀ ସ୍ନିଗ୍ଧାରାଣୀ ସୁନା । ମହିଳା