ପୁରୀ ଜିଲ୍ଲା ଯୁବ କଂଗ୍ରେସ କମିଟି ତରଫରୁ ବଗଲାଧର୍ମଶାଳା ଜମି ପ୍ଲଟିଙ୍ଗ କରି ବିକ୍ରି କରିବା ସରକାରଙ୍କ ବିଶ୍ବାସଘାତକତା ବିରୁଦ୍ଧରେ ବିକ୍ଷୋଭ ପ୍ରଦର୍ଶନ
ପୁରୀ: ତା ୨୫.୦୮.୨୦୨୦ ରିଖ ବଗଲାଧର୍ମଶାଳା ଜମି ବିକ୍ରି ବିବାଦ କୁ ଯୁବ କଂଗ୍ରେସ ପୁରୀ ଜିଲ୍ଲା କମିଟି ତରଫରୁ ରାଜ୍ୟ ସରକାରଙ୍କ ଜଗନ୍ନାଥ ମହାପ୍ରଭୁଙ୍କ ଗରିବ ଭକ୍ତ, ତୀର୍ଥଯାତ୍ରୀଙ୍କ, ରହଣୀ ପାଇଁ ବାବୁ