Category: India Politics

କପିଲ ଶିବଲ ଦଳର ହାଇ କମାଣ୍ଡ ସୋନିଆ ଗାନ୍ଧିଙ୍କ ସହ ମତଭେଦ ପରେ ଆଜି ବିଧବଦ୍ଧ ଭାବେ ଦଳ ଛାଡ଼ିଛନ୍ତି

ପଳାୟନ ରୋକିବାରେ କଂଗ୍ରେସ ବିଫଳ । ୫ ମାସ ଭିତରେ ୫ ଜଣ ଯୁବ ଓ ଭେଟେରାନ ନେତା ଦକଳୁ କହିଲେଣି ବାଏ ବାଏ। ଏହି ୫ ଜଣଙ୍କ ତାଲିକାରେ ଆଜି କପିଲ ଶିବଲ

Read More

ଲାଲୁ ଯାଦବଙ୍କ ଘରେ ସିବିଆଇ ଚଢଉ । ଦିଲ୍ଲୀ, ପାଟଣା ସମେତ ଲାଲୁଙ୍କ ୧୭ ଠିକଣାରେ ରେଡ୍ ।

ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବ ଜେଲ ଦଣ୍ଡ ଭୋଗି ବାହାରକୁ ଆସିବା ପରେ ବି ସମସ୍ୟା ତାଙ୍କ ପିଛା ଛାଡୁନି । ଆଜି ସକାଳୁ ତାଙ୍କ ବାସଭବନରେ ସିବିଆଇ ଅତର୍କିତ ଚଢଉ କରିଥିବା

Read More

ଆସାମ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ସର୍ବାନନ୍ଦ ସୋନୋଓ୍ୱାଲ

ଗୌହାଟୀ: ଆସାମରେ କିଏ ହେବେ ମୁଖ୍ୟମନ୍ତ୍ରୀ ? ସସପେନ୍ସ ଭିତରେ ଆଜି ମୁଖ୍ୟମନ୍ତ୍ରୀ ପଦରୁ ଅସ୍ତଫା ଦେଇଛନ୍ତି ସର୍ବାନନ୍ଦ ସୋନୋଓ୍ୱାଲ । ସେ ରାଜ୍ୟପାଳ ଜଗଦୀଶ ମୁଖିଙ୍କୁ ନିଜ ଇସ୍ତଫାପତ୍ର ପ୍ରଦାନ କରିଛନ୍ତି । ସୋନୋଓ୍ୱାଲଙ୍କ

Read More

ଇତିହାସ ରଚିଲେ ଅଖିଲ ଗୋଗୋଇ, ଆସାମରେ ଜେଲରୁ ନିର୍ବାଚନ ଲଢି ବିଜୟୀ ହେବାରେ ପ୍ରଥମ ବ୍ୟକ୍ତି

ସୂଚନା ଅଧିକାର କର୍ମୀ ଓ ପ୍ରମୁଖ କୃଷକ ନେତା ଅଖିଲ ଗୋଗୋଇ ଆସାମ ବିଧାନସଭା ନିର୍ବାଚନରେ ନୂଆ ଇତିହାସ ରଚିଛନ୍ତି । ଆସାମର ପ୍ରଥମ ବ୍ୟକ୍ତି ଭାବେ ଜେଲରେ ଥାଇ ନିର୍ବାଚନ ଲଢିବା ସହ

Read More

“ଖେଲା ହୋବେ” ମମତାଙ୍କ ରାଜନୈତିକ ପ୍ରଚାର ନଥିଲା ବରଂ ଟିଏମସି କ୍ୟାଡରଙ୍କ ଆକ୍ରମଣାତ୍ମକ ହିଂସାର ନ୍ୟାରା ଥିଲା: ଅନିତା ଶୁଭଦର୍ଶିନୀ

ଭୁବନେଶ୍ୱର: ପଶ୍ଚିମବଙ୍ଗରେ ଘଟୁଥିବା ନିର୍ବାଚନ ପରବର୍ତ୍ତୀ ହିଂସାକୁ ନେଇ ବିଜେପି ତୀବ୍ର ପ୍ରତିକ୍ରିୟା ପ୍ରକାଶ କରୁଛି। ଗତ କାଲିଠାରୁ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ ପି ନଡ୍ଡା ପଶ୍ଚିମବଙ୍ଗ ଗସ୍ତରେ ଯାଇଥିବା ବେଳେ ହିଂସା

Read More

ପଶ୍ଚିମବଙ୍ଗରେ ଶେଷ ପର୍ଯ୍ୟାୟ ମତଦାନ, ୩୫ ଆସନ ପାଇଁ ଚାଲିଛି ଭୋଟିଂ I

ପଶ୍ଚିମବଙ୍ଗ : କରୋନା ସଂକ୍ରମଣ ବୃଦ୍ଧି ଭିତରେ ଆଜି ପଶ୍ଚିମବଙ୍ଗରେ ଅଷ୍ଟମ ତଥା ଶେଷ ପର୍ଯ୍ୟାୟ ମତଦାନ ହେଉଛି । ୩୫ଟି ଆସନରେ ୨୮୩ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ୮୪ ଲକ୍ଷରୁ ଅଧିକ ଭୋଟର ।

Read More

କୃଷକ ଆନ୍ଦୋଳନକୁ ନେଇ ରାହୁଲ ଗାନ୍ଧିଙ୍କ ସାମ୍ବାଦିକ ସମ୍ମଳନୀ

ନୂଆଦିଲ୍ଲୀ : ବରିଷ୍ଠ କଂଗ୍ରେସ ସାଂସଦ ତଥା ପୂର୍ବତନ ଏଆଇସିସି ସଭାପତି ରାହୁଲ ଗାନ୍ଧି ଶୁକ୍ରବାର ଦିଲ୍ଲୀ କୃଷକ ଆନ୍ଦୋଳନ ନେଇ ଏକ ସାମ୍ବାଦିକ ସମ୍ମିଳନୀ କରିଛନ୍ତି। କେନ୍ଦ୍ର ସରକାର ଗୃହୀତ କରିଥିବା ୩ଟି

Read More

କରୋନା ଭାଇରସ୍‌ ଦ୍ୱାରା ଆକ୍ରାନ୍ତ ବିଜେପି ବିଧାୟିକା କିରଣ ମାହେଶ୍ୱରୀଙ୍କ ଦେହାନ୍ତ

ନୂଆଦିଲ୍ଲୀ: ରାଜସ୍ଥାନର ରାଜସମନ୍ଦ ନିର୍ବାଚନ ମଣ୍ଡଳୀର ବିଜେପି ବିଧାୟିକା କିରଣ ମାହେଶ୍ୱରୀଙ୍କର ରବିବାର ରାତିରେ ହରିୟାଣାର ଗୁରୁଗ୍ରାମସ୍ଥିତ ମେଦାନ୍ତ ହସ୍ପିଟାଲ୍‌ରେ ଦେହାନ୍ତ ହୋଇଯାଇଛି। ସେ କରୋନାଭାରସ୍‌ଦ୍ୱାରା ଆକ୍ରାନ୍ତ ହୋଇଥିବା କଥା ଏ ମାସ ପ୍ରାରମ୍ଭରେ

Read More