ପୁରୀରେ ଦୀର୍ଘ ମାସେ ଧରି ଚାଲିଥିବା କରୋନା ସଚେତନତା ପଦଯାତ୍ରା ର ଆଜି ଶେଷ ଦିନ

ପୁରୀ Bjd ରାଜନୀତିରେ ଆସିଲା ଏକ ବଡ ପରିବର୍ତ୍ତନ । ପୁରୀ ବିଜେଡି ଦଳରେ ଦେଖିବାକୁ ମିଳିଛି ଯେ- ବିଜେଡି ଦଳରେ ଆରମ୍ଭ ହୋଇଥିବା ଗାନ୍ଧୀ ଜୟନ୍ତୀ ଅକ୍ଟବର ୨ତାରିଖରୁ ନଭେମ୍ବର ୨ତାରିଖ ପର୍ଯ୍ୟନ୍ତ ଏକ ମାସେ ଧରି ଚାଲିଥିବା ପଦଯାତ୍ରାରେ ପୁରୀ ବିଜେଡିର ଉପସଭାପତି ସୁବାଶିଷ୍ ଖୁଣ୍ଟିଆଙ୍କ ନେତୃତ୍ୱରେ ପୁରୀ ସରଧା ବାଲିରୁ ହଜାର ହଜାର କର୍ମୀ ପଦଯାତ୍ରାରେ ବାହାରି ମେଡିକାଲ ଛକଠାରେ ପହଞ୍ଚିବା ପରେ ଶେଷ ହୋଇଥିବା ଜଣାପଡିଛି । ଏଥିରେ ମାସ୍କ ଓ ସାନିଟାଇଜର ବଣ୍ଟନ ମଧ୍ୟ କରା ଯାଇଥିଲା । ଏହି କାର୍ଯ୍ୟକ୍ରମରେ ପୁରୀ ଜିଲ୍ଲାର ଯୁବ ବିଜେଡି ସଭାପତି ନାରାୟଣ ସ୍ୱାଇଁ ଏବଂ ପୁରୀ ଜିଲ୍ଳାର ବହୁ ବଡ ବଡ ନେତାମାନେ ଯୋଗ ଦେଇଥିଲେ ।ବୁଦ୍ଧିଜିବୀ ମହଲରେ ଯୋର ସରରେ ଚର୍ଚ୍ଚା ଚାଲିଛି । ବିଜେଡି ଦଳରେ ଦୀର୍ଘ ୨୫ବର୍ଷପରେ ନୂଆ ନେତା ଓ ନୂଆ ମୁହଁ ପରିବର୍ତ୍ତନ ହେବା ସହିତ ପୁରୀ ସହର ବିକାଶ ପଥରେ ଅଗ୍ରସର ହେଉଥିବା ଜଣାପଡିଛି । କାରଣ କାଲି ଅର୍ଥାତ ୩୧ତାରିଖରେ ହୋଇଥିବା ପୁବତନ ବିଧାୟକ ଶ୍ରୀଯୁକ୍ତ ମହେଶ୍ବର ମାହାନ୍ତିଙ୍କ ନେତୃତ୍ୱରେ ହେଇଥିବା ପଦଯାତ୍ରା ଠାରୁ ଅଧିକା କର୍ମୀ ସୋ ଇଛାରେ ଯୋଗଦେଇ ଥିବା ବିଶେଷ ସୂତ୍ରରୁ ଖବର ନେବାରୁ ଜଣାପଡିଛି  ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here