ଢାବାରୁ ୨୮ ବୋତଲ ବିଅର ଓ ବିଦେଶୀ ମଦ ଜବତ ଜଣେ ଗିରଫ :

ରାଜଗାଙ୍ଗପୁର ପୌରାଞ୍ଚଳ ଅନ୍ତର୍ଗତ କୁନମୁରୁ ଅଞ୍ଚଳରେ ଢାବା ଖୋଲି କରୋନା ନୀୟମକୁ ବେଖାତିର କରି ବିଅର ସହ ବିଦେଶୀ ମଦ ବିକ୍ରି କରୁଥିବା ନେଇ ବିଶ୍ବସ୍ତ ସୂତ୍ରରୁ ସୂଚନା ପାଇଥିଲା ପୋଲିଶ । ସୂଚନା ଅନୁଯାଇ ରାଜଗାଙ୍ଗପୁର ପୋଲିଶ ସଦଳବଳେ ଢାବାରେ ଚଢାଉ କରି ୨୮ ବୋତଲ ବିଅର ଓ ବିଦେଶୀ ମଦ ଜବତ କରିବା ସହିତ ଢାବା ମାଲିକ ଦୀପକ କୁଜୁରକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି। ଏ ନେଇ ରାଜଗାଙ୍ଗପୁର ଥାନାରେ ଏକ ଅବକାରୀ ମାମଲା ରୁଜୁ ହୋଇଛି ।

ସୁନ୍ଦରଗଡ଼ ରୁ ବ୍ୟୁରୋ ଚିଫ ସଂଜୀବ କୁମାର ପାଢୀଙ୍କର ରିପୋର୍ଟ ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here