ଗ୍ରାମ୍ୟ ସଫେଇରେ ଶ୍ରମଦାନକଲେ କୁରେଇବଗା ଗ୍ରାମର ଯୁବକଗଣ :

କୁରେଇବଗା ଗ୍ରାମର ସ୍ୱାମୀ ବିବେକାନନ୍ଦ ଯୁବକ ସଂଘର ସଭାପତି ହେମନ୍ତ ସୁନ୍ୟାନିଙ୍କ ଉଦ୍ୟମରେ କୁରେଇବଗା ସଫେଇ ନଦୀ ସେତୁଠାରୁ ଭୋଇପାଲ୍ଲୀ ଗ୍ରାମ ପର୍ଯ୍ୟନ୍ତ ଥିବା ପିଚୁ ରାସ୍ତାର ସଫେଇ ଓ ନବୀକରଣରେ ୩ଦିନ ଧରି ଅକ୍ଳାନ୍ତ ପରିଶ୍ରମ କରିଥିଲେ । ସଂଘର ସଦସ୍ୟମାନେ ହେଲେ ଗୋବିନ୍ଦ, ଭଗତ, ସୋନୁ, ସୂରଜ, ଜଗଦୀଶ, ଭରତ, ସୁମନ୍ତ, ବଳରାମ, ମନୁ, ନରହରି, ଲେଲିନ, ଅବିର, ସୁଶୀଲ ଆଦି ।

କରୋନାର ନିୟମ ମାନି ଶ୍ରମଦାନ ଦେଇ ସଫେଇରେ ସଫଲ ହୋଇଥିବାରୁ ସଂଘର ସଦସ୍ୟମାନେ ବୁଦ୍ଧିଜୀବୀ ମହଲରେ ପ୍ରସଂଶାର ପାତ୍ର ହୋଇଥିଲେ ।

ସୁନ୍ଦରଗଡ଼ ରୁ ବ୍ୟୁରୋ ଚିଫ ସଂଜୀବ କୁମାର ପାଢୀଙ୍କର ରିପୋର୍ଟ ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here