କଂଗ୍ରେସ କମିଟିର କାର୍ଯକାରି ବୈଠକ

 ଡ଼ାବୁ ଗାଁ, ୨୭/୧୦ ଉମରକୋଟ ରେ ଆଜି ସନ୍ଧ୍ୟା ୫ ଘଟିକା ସମୟରେ କଂଗ୍ରେସ ଭବନ ଠାରେ ଜିଲ୍ଲା କଂଗ୍ରେସ କମିଟି ତରଫରୁ ତପନ ଦେବନାଥ ଙ୍କ ଅଧ୍ୟକ୍ଷତାରେ ଗୋଟିଏ ଜରୁରୀ କାଳୀନ ବୈଠକ ଅନୁଷ୍ଠିତ ହୋଇଥିଲା ଏଥୀରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା କଂଗ୍ରେସ କମିଟି  ସଭାପତି  ଶ୍ରୀ ମନୋରଞ୍ଜନ ତ୍ରିପାଠୀ ଜିଲ୍ଲା ଉପସଭାପତି ଶ୍ରୀ ଦିଲ୍ଲୀପ କୁମାର ବେହେରା ପିସି ସି ସଭ୍ୟ ଶ୍ରୀ ଗୋକୁଳ ପଟନାୟକ ଜିଲ୍ଲା ଉପସଭାପତି ଶ୍ରୀ ଖେମରାଜ ବାଘ ଜିଲ୍ଲା ସମ୍ପାଦକ କୁନୁ ସାନ୍ତା ,ଇସା ଲାଠିଆ ସମେତ ଟାଉନ କଂଗ୍ରେସ ସଭାପତି ମାର୍କଣ୍ଡ ସାହୁ ସାଧାରଣ  ସମ୍ପାଦକ ପର୍ଶୁରାମ ନାୟକ ଟାଉନ ଯୁବ କଂଗ୍ରେସ ସଭାପତି କୁନା ସାହୁ,ଜତିନ୍ଦ୍ରନାଥ ଗଣ୍ଡ, ପ୍ରଶ୍ନନ ମାଝୀ  ଗୋପାଳ ପଟନାୟକ,ପୂର୍ଣ୍ଣଚନ୍ଦ୍ର ନାୟକଗଜେନ୍ଦ୍ର ନାୟକ,ପିଙ୍କୁ ପଟନାୟକ  ଯୋଗଦେଇଥିଲେ ଏହିକାର୍ଯକାରୀ ବୈଠକରେ ୧୦ ଗୋଟି ବ୍ଲକ ସଭାପତି ସମ୍ପାଦକ ସମେତ ଜନ ସଭାପତି ଯୋଗ ଦେଇଥିଲେ ଏଠାରେ ସର୍ବ ଅତିକ୍ରମ ନିଷ୍ପତି ନିଆଗଲା କି ଆସନ୍ତା ୩୧ ଅକ୍ଟୋବର ୨୦୨୦ ସ୍ବର୍ଗତ ଶ୍ରୀମତି ଇନ୍ଦିରା ଗାନ୍ଧୀଙ୍କ ଶ୍ରାଦ୍ଧ ଦିବସ ତଥା କିଷାନ ଅଧିକାର ଦିବସ ପାଇଁ ଆଲୋଚନା କରାଯାଇଥିଲା  ଉମରକୋଟ କଂଗ୍ରେସ ଭବନ ଠାରେ ବୈଠକ ଅନୁଷ୍ଠିତ ହୋଇଥିଲା।  

ପ୍ରଜ୍ଞା ରଞ୍ଜନ ପରିଡ଼ା, ଡ଼ାବୁ ଗାଁ, Odisha 1.TV

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here