ଜଗତସିଂହପୁର: କୋରୋନା ପ୍ରତିଶୋଧକ ହୋମିଓପାଥି ଔଷଧ ବଣ୍ଟନ କାର୍ଯ୍ୟକ୍ରମ

ଜଗତସିଂହପୁର: ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଲକ ତିହୁଡା ସ୍ଥିତ ମା ଜ।ଗୁଳେଇ ପୀଠ ଓ ଗୁରୁକୃପ କୁଟୀର ର ବାବା ସତ୍ୟାନନ୍ଦ ଦାସ ଓ ଭାରତ ବିକାଶ ପରିଷଦ ବାଣୀବିହାର ଶାଖା ପକ୍ଷରୁ ଏକ କୋରୋନା ପ୍ରତିଶୋଧକ ହୋମ୍ୟା ପାଥିକି ଔଷଧ ପ୍ରାୟ 500 ପରିବାର କୁ ବଣ୍ଟନ କରାଯାଇଅଛି ।

ଏହି ଶିବିର କୁ ବାବା ସତ୍ୟାନନ୍ଦ ଦାସ ଉଦଘାଟନ କରିଥିଲେ ଓ ନାଉଗାଁ ଥାନା ଅଧିକାରୀ ଗୋବର୍ଦ୍ଧନ ସାହୁ ଲୋକମାନ ଙ୍କୁ ଔଷଧ ବଣ୍ଟନ କରିଥିଲେ । ଭାରତ ବିକାଶ ବାଣୀବିହାର ଶାଖା ପକ୍ଷରୁ ଏହି ବଣ୍ଟନ କରାଯାଇଛି ।ଭାରତ ବିକାଶ ବାଣୀବିହାର ଶାଖା ଉପସଭାପତି ଗୌରାଙ୍ଗ ନାୟକ ।ଓ ଶ୍ରୀ ଜଗନ୍ନାଥ ପ୍ରଚାର ସମିତି ର ସଂପାଦକ ପ୍ରଭାକର ମଲ୍ଲିକ ନିରଞ୍ଜନ କର ମିହିର ଜେନା ବୈକୁଣ୍ଠ ନାଥ ମହାପାତ୍ର ଏବଂ ଓସେଡ଼ା ର ନିର୍ଦ୍ଦେଶିକା ରିତା ମହାନ୍ତି । କୁମାରୀ ଦିବ୍ୟସୋରୁପା ମହାନ୍ତି ପ୍ରଦୀପ ସିଂ ପ୍ରମୁଖ ଉପସ୍ଥିତ ରହି ଏହି କାର୍ଯ୍ୟ କ୍ରମକୁ ତ୍ବରାନ୍ବିତ କରିଥିଲେ । ଭାରତ ବିକାଶ ପରିଷଦ ର ସେବା ସଂଯାଯୋକ ମନୋରଞ୍ଜନ ମହାନ୍ତି
କାର୍ଯ୍ୟକ୍ରମକୁ ସଞ୍ଚାଳନ କରିଥିଲେ ।
ସୁକାନ୍ତ କୁମାର ଲେଙ୍କା ,ନିରଞ୍ଜନ ମହାନ୍ତି ,ଶୁଭ ଚରଣ ଲେଙ୍କା ଓ ବିଚିତ୍ରନାଦ ଲେଙ୍କା ପ୍ରମୁଖ ଙ୍କ ସହଯୋଗ ରେ କାର୍ଯ୍ୟକ୍ରମ ଟି ସଫଳତା ର ସହ ସମ୍ପନ ହୋଇଥିଲା ।ଓ ସମସ୍ତ କରେନା ଯୋଦ୍ଧା ଙ୍କୁ ଗୁରୁକୃପ କୁଟୀର ବାବା ସତ୍ୟାନନ୍ଦ ଦାସ ସମ୍ମାନୀତ କରିଥିଲେ ।

ଜଗତସିଂହପୁର ଜିଲ୍ଲା ପ୍ରତିନିଧି ପ୍ରଫୁଲ୍ଲ କୁମାର ସାହୁ

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here