କୂଅରେ ପଡ଼ି ଯୁବକର ଦୁଇ ଗୋଡ ଅଚଳ :

ଦୁର୍ଘଟଣାର ଶିକାର ହୋଇ ଏହିଭଳି ଅନେକ ଯୁବକ ଦିବ୍ୟାଙ୍ଗ ହୋଇ ଅସହାୟ ହୋଇ ପଡିଛନ୍ତି।
କୁଆଡେ ଗଲେ ସାମାଜିକ ସୁରକ୍ଷା ବିଭାଗ ତଥା
ପୌରପାଳିକାର ୱାର୍ଡ କମିଟି।
ଜିଲ୍ଲାପାଳଙ୍କ ସମୟ ବହୁତ୍ କମ୍।
କିଏ ସମୟ ଦେବ ଏମାନଙ୍କ କଥା ବୁଝିବା ପାଇଁ । କୁଆଡେ ଗଲେ ବେସରକାରୀ ସଂସ୍ଥା ଯେଉଁ ମାନେ ସରକାରଙ୍କ ଠାରୁ ମୋଟା ଅଙ୍କର ଅର୍ଥ ନେଇ ନିଜେ ବଡ଼ ଲୋକ ହେଉଛନ୍ତି କିନ୍ତୁ ସାମାଜିକ ବ୍ୟବସ୍ଥା ଯେମିତି କି ସେମିତି । କୂଅରେ ପଡିଯିବା ଦ୍ବାରା ଏହି ଯୁବକ ଅରଣ୍ୟା ନଗରର ବାସୀନ୍ଦା ବିଗତ ୬ ବର୍ଷ ହେଲା ପଡି ରହିଥିବା ବେଳେ ତାଙ୍କ ଉପରେ ଜିଲ୍ଲା ପ୍ରଶାସନ ଓ ସରକାରୀ କଳର ଦୃଷ୍ଟି ପଡ଼ିନାହିଁ । ସ୍ଥାନୀୟ ଲୋକଙ୍କର ପ୍ରୟାସ ଜରି ରହିଛି ସୁନିଶ୍ଚିତ ଭାବେ ଉକ୍ତ ଯୁବକ ସରକାରୀ ସହାୟତା ପାଇବେ ।

ସୁନ୍ଦରଗଡ଼ ରୁ ବ୍ୟୁରୋ ଚିଫ ସଂଜୀବ କୁମାର ପାଢୀଙ୍କର ରିପୋର୍ଟ ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here