ବୁଗୁଡ଼ାରେ ହେଲେମେଟ ଧରପଗଡ଼, ୧୦ ହଜାର ଟଙ୍କା ଜରିମାନା ଆଦାୟ : ଗଞ୍ଜାମ

ଗଞ୍ଜାମ: ବୁଗୁଡା ୦୨/୧୨(ଡ଼ଃ.କୁମୁଦ ଚନ୍ଦ୍ର ବେହେରା  ), ଗଞ୍ଜାମ ପୋଲିସ ଜିଲ୍ଲା, ବୁଗୁଡା ପୋଲିସ ଥାନା ପକ୍ଷରୁ ଡିସେମ୍ବର ୦୨ ତାରିଖ ଦିନ ବୁଗୁଡା ସହରରେ ହେଲେମେଟ ଧରପଗଡ଼ କରାଯାଇ ୧୦ ହଜାର ଟଙ୍କା ଜରିମାନା ଆଦାୟ କରାଯାଉଥିବା ଆରକ୍ଷୀ ନିରୀକ୍ଷକ ଚିତ୍ତରଞ୍ଜନ ବେହେରା ପ୍ରକାଶ କରିଛନ୍ତି। ବୁଧବାର ଦିନ ଉପ ଆରକ୍ଷୀ ନିରୀକ୍ଷକ ମନୋଜ କୁମାର ପ୍ରଧାନ ଓ ବୁଗୁଡା ପୋଲିସ ବାହୀନ ଦ୍ୱରା ୨୦ ଜଣ ବାଇକ ଚାଳକ ହେଲେମେଟ ବ୍ୟବହାର କରୁନଥିବା ଯୋଗୁଁ ସେମାନଙ୍କ ଠାରୁ ୫୦୦ ଟଙ୍କା ଲେଖାଏଁ ୧୦ ହଜାର ଟଙ୍କା ଜରିମାନା ଆଦାୟ କରିଥିଲେ। ଜଣେ ବାଇକ ଚାଳକ ଆଇନ ଅମାନ୍ୟ କରିବା ଯୋଗୁଁ ସେହି ବ୍ୟକ୍ତିଙ୍କ ଡ୍ରାଇଭିଙ୍ଗ ଲାଇସେନ୍ସ ଜବତ କରା ଯାଇଥିବା ଜଣାପଡିଛି।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here