ବେନିୟମରେ ବାଲି ଚାଲାଣ ଟାକ୍ଟର ଗୁଡିକ ଜବତ, ବନ୍ଧୁଗାଁ ବ୍ଳକ :କୋରାପୁଟ

କୋରାପୁଟ ଜିଲ୍ଲା ବନ୍ଧୁଗାଁ ବ୍ଲକ ତୋହସିଲଦାର ଭବାନିସଙ୍କର ମିଶ୍ରଙ୍କ ଦ୍ୱାରା ଆଜି ବେନିୟମରେ ବାଲି ଚାଲାଣ କରୁଥିବା ଚାରିଗୋଟି ଟ୍ରାକ୍ଟର  ଗାଡିକୁ ଜବତ କରି ଗୋଟିଏ ଗାଡି ପିଛା ପାଞ୍ଚ ହଜାର ଟଙ୍କା ଲେଖାଏଁ ଚାରିଗୋଟି ଟ୍ରାକ୍ଟର ଠୁ ୨୦ ହଜାର ଟଙ୍କା ଜୋରିମାନା ଆଦାୟ କରିଥିଲେ I ତିନୋଟି ବାଲି ବୋଝେଇ ଓ ଗୋଟିଏ ଇଟା ବୋଝେଇ ଓଡି ୧୮ଏଫ, ୧୮୪୫ ଓ ଓଡି ୧୮ସି ୭୧୧୩ ଏପରି ୪ଟିି ଗାଡିି, ବନ୍ଧୁଗାଁ ବ୍ଲକରେ ଯେତେ ବାଲି, ମାଟି, ପଥର ମେଟାଲ ଘର ପାଇଁ ଯାହା ସାମଗ୍ରୀ ଆବଶ୍ୟକ ତାକୁ ଗାଡ଼ି ମାଧ୍ୟମରେ ନବାପାଇଁ ହେଲେ ଟ୍ରାକ୍ଟରକୁ ୫ ହଜରା ଓ ଟ୍ରକକୁ ୧୦ ହୋଜାର ଓ ଟିପରକୁ  ୨୦ ହଜାର ଟଙ୍କା ଲେଖାଏଁ ମାସ ପିଛା ଜୋରିମାନା ବାନ୍ଧି ମେଟାରିଆଳ ଗୁଡିକ ବୋଝେଇ ନେଇପାରିବେ ନଚେତ ଗାଡିକୁ ତୋହସିଲ କାର୍ଯ୍ୟାଲୋୟରେ ରୋଖାଯିବI

ଏହା ସଙ୍ଗେ ଆଜି ବନ୍ଧୁଗାଁ ବ୍ଲକରେ ଯେତେ ସାହୁକାର ମାନଙ୍କ ପାଖରେ ଟ୍ରାକ୍ଟର ଗାଡି, ଟିପର, ଟ୍ରକ, ଇତ୍ୟାଦି ଅଛି।  ସେମାନଙ୍କୁ ଖବର କୋରାଯାଇଛି ଆସନ୍ତା ଦୁଇଦିନ ମଧ୍ୟରେ ସମସ୍ତ ଗାଡି ସାହୁକାରୀ ମାନେ ଆସି ମାସିକ ଜୋରିମାନା ରିସିଡ କାତିନୋବା ପାଇଁ ମଧ୍ୟ ଜଣାଯାଇ ଥିବାର ତହସିଲଦାର  କହିଛନ୍ତି  I

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here