ବାରୁଅ ଗ୍ରାମରେ ବିଦ୍ୟୁତ୍ ଆଘାତରେ ୨ ଗାଈଙ୍କ ମୃର୍ତ୍ୟୁ । କେନ୍ଦ୍ରାପଡା

କେନ୍ଦ୍ରାପଡା ବାରୁଅ ଗ୍ରାମରେ ଦେଖିବାକୁ ମିଳିଛି ଏକ ଅଭାବିୟ ଘଟଣା । ସକାଳୁ ସକାଳୁ ହଠାତ୍ ଗ୍ରାମର ମଝି ରାସ୍ତାରେ ବିଦ୍ୟୁତ ତାର ଛିଡି ପଡିବାରୁ ୨ଗାଈଙ୍କ ମୃର୍ତ ହୋଇଯାଇଛି । ବିଦ୍ୟୂତ୍ ବିଭାଗର ଅପାରଗତା ଏବଂ ଖାମଖିଆଲି ମନୋଭାବ ଯୋଗୁ ଏପରି ଦୃଘଟ୍ଟଣା ଘଟିଥିବା ଗ୍ରାମ ବାସୀଙ୍କ ସୂଚନା । ବାରମ୍ବାର ଜିଲ୍ଲାପାଳଙ୍କଠୁ ଆରମ୍ଭ କରି ବିଦ୍ୟୁତର ଉଚ୍ଚ ପଦସ୍ଥ ଅଧିକାରୀ ମାନଙ୍କୁ ଲିଖିତ ଅଭିଯୋଗ କରିବା ପରେ ମଧ୍ୟ ବିଦ୍ୟୁତ୍ ବିଭାଗର ପଦାଧିକାରୀ ମାନେ କୌଣସି ପଦକ୍ଷେପ୍ ଗ୍ରହଣ ନକରିବାରୁ ଆଜି ଏପରି ଦୁଃଖଦ ପୂର୍ଣ୍ଣ ଘଟଣା ଦେଖିବାକୁ ମିଳିଛି ଉକ୍ତ ଗ୍ରାମରେ । ସବୁଠୁ ବଡକଥା ହେଲା ଯେ- ବିଦ୍ୟୁତ ବିଭାଗ ସହିତ ତୁରନ୍ତ ଯୋଗାଯୋଗ କରିବା ପରେ ମଧ୍ୟ ଏପର୍ଯ୍ୟନ୍ତ ଦୁର୍ଘଟଣା ସ୍ଥଳରେ ବିଦ୍ୟୁତ୍ ବିଭାଗର କୌଣସି କର୍ମଚାରୀ ଘଟଣା ସ୍ଥଳରେ ନପହନ୍ଚିବାକୁ ନେଇ ଗ୍ରାମବାସୀ ମାନଙ୍କ ମଧ୍ୟରେ ରାସ୍ତା ରୋକ୍ ଓ ଉତ୍ତେଜନା ବୃଦ୍ଧି ପାଇଛି । ତେବେ ଆସନ୍ତୁ ଶୁଣିବା କଣ କହୁଛନ୍ତି ଗାଈ ରଖିଥିବା ମାଲିକଙ୍କ ସହିତ ସ୍ଥାନୀୟ ଗ୍ରାମବାସୀ ଏବଂ ବିଦ୍ୟୁତ ବିଭାଗର କର୍ମଚାରୀ । ସିଧାସଳଖ ଶୁଣିବା ସେମାନଙ୍କ ମୁହଁରୁ ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here