ହାତୀ ଉପଦ୍ରବ, ନଷ୍ଟ କଲେ ଫସଲ : ସୁନ୍ଦରଗଡ଼

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲା ବଣାଇ ଉପଖଣ୍ଡ ର ଗୁରୁଣ୍ଡିଆ ବ୍ଲକର ଜରଡ଼ା ରେଞ୍ଜର କୁନ୍ଦେଇଢିଆ, ଲଚଡ଼ା, ବାଲିଆ ଅଂଚଳରେ ପ୍ରାୟ ଗତ ଦୁଇ ଦିନ ତଳେ ହାତୀ ପଲ ଜଙ୍ଗଲରୁ ବାହାରି ଗ୍ରାମ ମୁଖା ହେବା ଦେଖି ଗ୍ରାମ ବାସୀ ଏତେ ସଂଖ୍ୟାର ହାତୀ ଦେଖି ଭୟ ଭୀତ ହୋଇ ଯାଇଥିଲେ । ପରେ ବନ ବିଭାଗ ଖବର ପାଇ ହାତି ପଲକୁ ଘଉଡ଼ାଇ ଥିଲେ । ଏହି ହାତୀ ପଲ ଆସିବା ଦ୍ୱାରା ଏକର ଏକର ଧାନ ଫସଲ ନଷ୍ଟ କରି ଦେଇଥିବା ଯୋଗୁଁ ଏଵେ ଚିନ୍ତାରେ ଚାଷୀ l ସେପଟେ ହାତୀ ପଲ ଏବେ ବଣାଇ ରେଞ୍ଜର ବରଘାଟ ଅଂଚଳକୁ ଯାଇଥିବାର ସୂଚନା ଦେଇଛି ବନ ବିଭାଗ l

ସୁନ୍ଦରଗଡ଼ ରୁ ବ୍ୟୁରୋ ଚିଫ ସଂଜୀବ କୁମାର ପାଢୀଙ୍କର ରିପୋର୍ଟ ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here