ସ୍ଵଛlକୃତ ରକ୍ତ ଦାନ ଶିବିର ଅନୁଷ୍ଠିତ l

17/11/20: ଆଜି ପୂର୍ବାହ୍ନ ରେ ଜଗତସିଂହପୁର ଜ଼ିଲ୍ଲା ମଣ୍ଡାସାହି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ରେ ବିଜୁ ଜନତା ଦଳ ତରଫରୁ ସ୍ବେଛାକୃତ ରକ୍ତ ଦାନ ଶିବିର ଜୀବନ ବିନ୍ଦୁ ଅନୁଷ୍ଠିତ ହୋଇଯାଇଛି l ଏହି ଜୀବନ ବିନ୍ଦୁ କାର୍ଯ୍ୟକ୍ରମ କୁ ଜିଲ୍ଲା ଯୋଜନ! ବୋର୍ଡ ଅଧକ୍ଷ ତଥା ଜଗତସିଂହପୁର ବିଧାୟକ ପ୍ରଶାନ୍ତ କୁମାର ମୁଦୁଲି ଉଦଘାଟନ କରିଥିଲେ l ରକ୍ତ ଦାନ ଏକ ମହତ ପୁଣ୍ୟ ରକ୍ତ ଦାନ କଲେ କୌଣସି ନିରୀହ ଲୋକ ଙ୍କ ଜୀବନ ବଞ୍ଚି ଯାଇପାରିବ ବୋଲି ବିଧାୟକ କହି ଥିଲେ. ଅନ୍ୟ ମାନଙ୍କ ମଧ୍ୟ ରେ ସ୍ଥାନୀୟ ସରପଞ୍ଚ ଚିତ୍ତରଞ୍ଜନ ରାଉଳ,ନଗର ସଭାପତି ପ୍ରିୟବ୍ରତ ମହାପାତ୍ର,ବିଜୁ ଜନତା ଦଳ ଜିଲ୍ଲା ସାଧାରଣ ସମ୍ପାଦକ ସରୋଜ ବିଶ୍ୱାଳ, ବ୍ଲକ ଅଧ୍ୟକ୍ଷ ବିଜୟଲଷ୍ମୀ ବେହେରା,ପୂର୍ବତନ ବ୍ଲକ ଅଧ୍ୟକ୍ଷ ପ୍ରସନ କୁମାର ସ୍ୱାଇଁ,ବ୍ଲକ ସଭାପତି ମନୋଜ ଭୋଇ. ଯୁବନେତା ସମିତି କୁମାର ଲେଙ୍କା, ରତିରଞ୍ଜନ ବେହେରା,ଛାତ୍ର ନେତା ଅବନି କାନ୍ତ ଦାସ,ସୌଭାଗ୍ୟ ଦାସ, ଅମୀୟ ପଣ୍ଡା, ରାଜୀବ କୁମାର ବେହେରା ପ୍ରମୁଖ ଉପସ୍ଥିତ ରହିଥିଲେ I

ଜଗତସିଂହପୁର ଜ଼ିଲ୍ଲା ରୁ ଜିଲ୍ଲା ପ୍ରତିନିଧି ପ୍ରଫୁଲ୍ଲ କୁମାର ସାହୁ ଙ୍କ ରିପୋର୍ଟ

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here