ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ମହିଳାଙ୍କ ମୃତ୍ୟୁ

ରାଉରକେଲା ସହରର କୁଳୁଙ୍ଗା ଅଞ୍ଚଳର TCI ଛକ ରୋଡରେ ଘଟିଛି ସଡକ ଦୁର୍ଘଟଣା । ରୋଡ଼ରେ ଜଣେ ମହିଳା ଏକ Scootyରେ ନେଇ ଯାଉଥିବା ବେଳେ ବିପରୀତ ଦିଗରୁ ଏକ ଡ଼ମ୍ପର ଆସି scooty ଏବଂ ଡ଼ମ୍ପର ମୁହାଁ-ମୁହିଁ ଧକ୍କା ହୋଇଥିଲା । ମହିଳା ଜଣକଙ୍କ ମୁଣ୍ଡରେ ଡ଼ମ୍ପର ଚଢ଼ି ଯାଇଥିଲା ଫଳରେ ଘଟଣାସ୍ଥଳରେ ମହିଳାଙ୍କ ମୃତ୍ୟୁ ହୋଇଥିଲା ।ମୃତ୍ୟକ ମହିଳାଙ୍କ ନାମ ହେଉଛି ସାଲମୀ ମୁଣ୍ଡା । ମହିଳାଙ୍କ ମୃତ୍ୟୁ ହେବା ପରେ ସ୍ଥାନୀୟ ଲୋକମାନେ ରାସ୍ତା ଅବରୋଧ କରିବା ସହ ଉତେଜନାରେ ପ୍ରକାଶ ପାଇଥିଲା । ଖବର ପାଇ ବ୍ରାହ୍ମଣୀ ତରଙ୍ଗ ଥାନା ପୋଲିସ ଘଟଣାସ୍ଥଳରେ ପହଂଚି ଡ଼ମ୍ପରର ଚଳାକକୁ ଅଟକ ରଖି ଡ଼ମ୍ପର ଓ scooty କୁ ଜବତ କରିବା ସହ ମହିଳାଙ୍କ ମୃତ୍ୟୁ ଶରୀରକୁ ଜବତ କରି ଵେବ୍ୟଛେଦ ପଠାଇଛି ପୋଲିସ । ସେଠାରେ ସ୍ଥାନୀୟ ଲୋକମାନଙ୍କୁ ବୁଝା ସୁଝା କରିବା ସହ ତଦନ୍ତ ପ୍ରକିୟା ଜାରି ରଖିଛି ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here