ସିଟି ପରୀକ୍ଷା ଦେବାକୁ ଆସିଥିବା ଦିବ୍ୟାଂଗ ମାନଙ୍କୁ ସମ୍ବର୍ଦ୍ଧନା ।

ଆଜି କେନ୍ଦ୍ରାପଡା ପୌରସଂସ୍ଥା ଅନ୍ତର୍ଗତ ଭଗେଶ୍ୱରପୁର ଠାରେଥିବା ବଳଦେବଜୀଉ ହାଇସ୍କୁଲ୍ ସମ୍ମୁଖରେ ଗତ ତା-୦୯-୧୧-୨୦୨୦ ରିଖରୁ ଆରମ୍ଭ ହୋଇ ଆଜି ଶେଷ ହୋଇଥିବା ପରୀକ୍ଷାର୍ଥୀ ମାନଙ୍କ ମଧ୍ୟରୁ ୪ଜଣ ଦିବ୍ୟାଂଗ ସିଟି ଛାତ୍ରଛାତ୍ରୀ ମାନଙ୍କୁ ସେହି ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ ଶ୍ରୀଯୁକ୍ତ ପାର୍ଥ ସାରଥି ବେହେରା ଏବଂ ସହରର ବିଶିଷ୍ଟ ସମାଜସେବୀ ଶ୍ରୀଯୁକ୍ତ ମାନସ କୁମାର ସାହୁ ଏବଂ ସାମ୍ବାଦିକ ପ୍ରଫୁଲ୍ଲ କୁମାର ଦାସ ଓ ରଞନ କୁମାର ସାହୁ ପ୍ରମୁଖ ମିଳିତ ଭାବେ ସମସ୍ତଙ୍କୁ ଖଣ୍ଡେ ଖଣ୍ଡେ ଡାଏରୀ,କଲମ,ପୁଷ୍ପଗୁଛ ଉତ୍ତରୀୟ ଏବଂ ଶେଷରେ ଔଷଧୀୟ ଚାରା ବୃକ୍ଷ ଦେଇ ସମ୍ବର୍ଦ୍ଧିତ କରିବା ସହିତ ଉକ୍ତ ଦିବ୍ୟାଂଗ ଛାତ୍ରଛାତ୍ରୀ ମାନଙ୍କୁ କେନ୍ଦ୍ରାପଡାର ଆରାଧ୍ୟ ଦେବତା ପ୍ରଭୁ ଶ୍ରୀ ଶ୍ରୀ ଶଦ୍ଦ ବଳଦେବଜୀଉ ସେମାନଙ୍କୁ ସୁବୁଦ୍ଧି ଦେବା ସଂଗେ ସଂଗେ ସେମାନଙ୍କର ଚଲାପଥ କୁସୁମିତ କରନ୍ତୁ ଏବଂ ଶେଷରେ ସେମାନଙ୍କର ଉତ୍ତରୋତ୍ତର ମଂଗଳ କାମନା କରି ସସମ୍ମାନେ ସେମାନଙ୍କୁ ବିଦାୟ ଦେଇଥିବା ବିଶେଷ ସୂତ୍ରରୁ ଖବର ନେବାରୁ ଜଣାପଡିଛି ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here