ମନ୍ଦିର ପରିସରରେ ମହିଳାଙ୍କୁ ଦୁଷ୍କର୍ମର ଅଭିଯୋଗ :

ରାଉରକେଲା ସହରର ସାରନଗରୀ ଅଞ୍ଚଳରେ ଏକ କାଳୀ ମନ୍ଦିର ପରିରରେ ଜଣେ ମହିଳା ପୁଜା କରୁଥିବା ବେଳେ ମନ୍ଦିର ଭିତରେ କେହି ନ ଥିବା ସମୟରେ ଦୀପକ ଅଗ୍ରୱାଲ ନାମକ ବ୍ୟକ୍ତି ମନ୍ଦିର ଭିତରେ ପଶି ତାଙ୍କ ସହ ଦୁଷ୍କର୍ମ କରିବାର ଉଦ୍ୟମ କରୁଥିଲେ । ମନ୍ଦିର ଭିତରେ ଦୀପକ ଅଗ୍ରୱାଲ ନାମକ ବ୍ୟକ୍ତି ମହିଳାଙ୍କ ସହ ଟଣା ଓଟରା କରିବା ଫଳରେ ମହିଳାଙ୍କ ହାତରେ ରହିଥିବା ଚୁଡି ସବୁ ଭାଙ୍ଗି ଯାଇଥିଲା । ପରେ ମହିଳା ଜଣକ ଜୋର ସେ ପାଟି କରିଥିବାରୁ ଦୀପକ ଅଗ୍ରୱାଲ ନାମକ ବ୍ୟକ୍ତି ଜଣକ ଘଟଣାସ୍ଥଳରୁ ଫେରାର ହୋଇ ଯାଇଥିଲେ । ଏନେଇ ପିଡିତା ସ୍ଥାନୀୟ ଟାଙ୍ଗରପାଲି ଥାନାରେ ଏତଲା ଦେଇଛନ୍ତି ।

ସୁନ୍ଦରଗଡ଼ ରୁ ବ୍ୟୁରୋ ଚିଫ ସଂଜୀବ କୁମାର ପାଢୀଙ୍କର ରିପୋର୍ଟ ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here