ଶବକୁ ଅଟକାଇ ପୋଲିଶ ଜନତା ମଧ୍ୟରେ ଧସ୍ତାଧସ୍ତି :

ବୀରମିତ୍ରପୁର ଥାନା ହାଜତ ମୃତ୍ୟୁ ମାମଲାକୁ ନେଇ ବ୍ୟବଚ୍ଛେଦ ପରେ ବୀରମିତ୍ରପୁର ଆସିବା ପରେ ଚାଇନା ଟାଉନରେ ୧୪୩ ନଂ ଜାତୀୟ ରାଜପଥରେ ଶବ ଗାଡିକୁ ଅଟକ ରଖି ସ୍ଥାନୀୟ ଜନତା ଓ ପୋଲିଶ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା l ତେବେ ଏ ଘଟଣାକୁ ନେଇ ସନ୍ଧ୍ୟା ସମୟରେ ବୀରମିତ୍ରପୁର ପୌରାଞ୍ଚଳରେ ପୋଲିଶର ଛାଉଣୀ ପରିଲକ୍ଷିତ ହୋଇଛି l କୌଣସି ପ୍ରକାର ଅପ୍ରୀତିକର ପରିସ୍ଥିତିକୁ ଏଡାଇବା ପାଇଁ ପୋଲିଶ ସମ୍ପୂର୍ଣ୍ଣ ଏରିଆକୁ ଘେରି ରହିଛି l

ସୁନ୍ଦରଗଡ଼ ରୁ ବ୍ୟୁରୋ ଚିଫ ସଂଜୀବ କୁମାର ପାଢୀଙ୍କର ରିପୋର୍ଟ ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here