ପୁନଶ୍ଚ ଅସଞ୍ଜତ ଅବସ୍ଥାରେ ମୃତ ନବଜାତ ଶିଶୁ ପୁତ୍ର ଉଦ୍ଧାର : ରାଉରକେଲା

ରାଉରକେଲା: ସହରର ସ୍ଥିତ ବାସନ୍ତୀ କଲୋନୀ ଅନ୍ତର୍ଗତ ମାଲଗୋଦାମ ଅଞ୍ଚଳର କାଳୀ ମନ୍ଦିର ନିକଟରେ ଏକ ନବ ଜାତ ଶିଶୁଟି ପଡିରହିଥିବା ବେଳେ ସ୍ଥାନୀୟ ଲୋକମାନେ ଦେଖି ପିସିଆର ଭେନକୁ ଖବର ଦେବା ପରେ ନବ ଜାତ ଶିଶୁକୁ ଉଦ୍ଧାର କରିଛି ପୋଲିଶ । ଏଭଳି କେଉଁ ଅବିବାହିତା ନାରୀ ନିଜ ଗର୍ଭଯାତ ଶିଶୁ ପୁତ୍ରକୁ ରାସ୍ତା କଡରେ ପକାଇ ଦେଇ ଲୋକ ଲଜ୍ୟାରୁ ବଞ୍ଚିବା ପାଇଁ ପଳାୟନ କରିଛି , ଏହା ତଦନ୍ତ ସାପେକ୍ଷ । ଏଭଳି ମହିଳାଙ୍କୁ ଦଣ୍ଡିତ କରିବା ନିହାତି ଜରୁରୀ ।

ସୁନ୍ଦରଗଡ଼ ରୁ ବ୍ୟୁରୋ ଚିଫ ସଂଜୀବ କୁମାର ପାଢୀଙ୍କର ରିପୋର୍ଟ ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here