Rajya Sabha MP Sujeet Kumar launches International Children’s Week with a webinar series on Children and SDGs

Bhubaneswar: 16 November 2020: Hon’ble Rajya Sabha MP Shri Sujeet Kumar under his office’s Global Development Dialogue (GDD) forum has launched a weeklong celebration of International Children’s Week with a webinar series on Children and SDGs.

The inaugural webinar deliberated upon the communication perspectives of Children & SDGs. Mr. Rudra Prasanna Rath, State Communication Consultant, UNICEF Odisha and Mr. Manoj Tripathy, Child Rights Expert joined the webinar and the session was moderated by Mr. Kamala Kanta Dash, assistant professor of public policy from Sri Sri University. The webinar was organized in partnership with Sri Sri University, Xavier University and Kalinga Kusum Foundation.

MP Shri Sujeet Kumar, welcomed the distinguished guests and articulated the importance of Child Rights in Context of SDGs. In this backdrop he shared why he and his team conceptualized the Children & SDGs Webinar for knowledge sharing and mutual learning.

Knowledge partner Mr. Sanjit Kumar Behera from Kalinga Kusum Foundation offered vote of thanks. Several representatives from child right institutions, policy making, development practice, students and faculty members from different universities joined and participated in the question-answer session.

ରାଜ୍ୟସଭା ସାଂସଦ ସୁଜିତ କୁମାର “ଶିଶୁ ଏବଂ ଏସଡିଜି” ଉପରେ ଏକ ୱେବିନାର ସିରିଜ୍ ସହିତ ଆନ୍ତର୍ଜାତୀୟ ଶିଶୁ ସପ୍ତାହ ପାଳନ ର ଶୁଭାରମ୍ଭ କରିଛନ୍ତିI

ଭୁବନେଶ୍ୱର: 16 ନଭେମ୍ବର ୨୦୨୦: ମାନ୍ୟବର ରାଜ୍ୟସଭା ସାଂସଦ ଶ୍ରୀ ସୁଜିତ କୁମାର ତାଙ୍କ କାର୍ଯ୍ୟାଳୟର ଗ୍ଲୋବାଲ ଡେଭଲପମେଣ୍ଟ ଡାୟଲଗ୍ (ଜିଡିଡି) ଫୋରମ୍ ଅଧୀନରେ ଶିଶୁ ଏବଂ ଏସଡିଜି ଉପରେ ଏକ ୱେବିନାର୍ ସିରିଜ୍ ସହିତ ଆନ୍ତର୍ଜାତୀୟ ଶିଶୁ ସପ୍ତାହ ସପ୍ତାହ ପାଳନ ଉତ୍ସବ ଆରମ୍ଭ କରିଛନ୍ତି।

ଉଦଘାଟନି ୱେବିନାର୍ ରେ “ଶିଶୁ ଏବଂ ଏସଡିଜି” ର ଯୋଗାଯୋଗ ଦୃଷ୍ଟିକୋଣ ଉପରେ ବିଚାର ବିମର୍ଶ କରାଯାଇଥିଲା | ୟୁନିସେଫ୍ ଓଡିଶାର ରାଜ୍ୟ ଯୋଗାଯୋଗ ପରାମର୍ଶଦାତା ଶ୍ରୀ ରୁଦ୍ର ପ୍ରସନ୍ନ ରଥ ଏବଂ ଶିଶୁ ଅଧିକାର ବିଶେଷଜ୍ଞ ଶ୍ରୀ ମନୋଜ ତ୍ରିପାଠୀ ଏହି ୱେବିନାର୍ ଯୋଗ ଦେଇଥିଲେ ଏବଂ ଏହି ଅଧିବେଶନକୁ ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟର ଜନନୀତିର ସହକାରୀ ପ୍ରଫେସର ଶ୍ରୀ କମଳା କାନ୍ତ ଦାଶ ପରିଚାଳନା କରିଥିଲେ। ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟ, ଜାଭିୟର୍ ୟୁନିଭରସିଟି ଏବଂ କଳିଙ୍ଗ କୁସୁମ୍ ଫାଉଣ୍ଡେସନ୍ ସହଭାଗିତାରେ ଏହି ୱେବିନିନାର ର ଆୟୋଜନ କରାଯାଇଥିଲା।

ସାଂସଦ ଶ୍ରୀ ସୁଜିତ କୁମାର ବିଶିଷ୍ଟ ଅତିଥିମାନଙ୍କୁ ସ୍ୱାଗତ କରିବା ସହ ଏସଡିଜି ପ୍ରସଙ୍ଗରେ ଶିଶୁ ଅଧିକାରର ଗୁରୁତ୍ୱ ବିଷୟରେ ସ୍ପଷ୍ଟ କରିଥିଲେ। କଳିଙ୍ଗ କୁସୁମ୍ ଫାଉଣ୍ଡେସନ୍ ର ସଞ୍ଜିତ କୁମାର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ। ଶିଶୁ ଅଧିକାର ବିଶେଷଜ୍ଞ, ବୁଦ୍ଧିଜୀବୀ, ବିଭିନ୍ନ ବିଶ୍ୱବିଦ୍ୟାଳୟର ଛାତ୍ର, ଅଧ୍ୟାପକ ଏବଂ ଅଧ୍ୟାପିକାମାନେ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ |

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here