ତହସିଲଦାରଙ୍କ ଠାରୁ ନ୍ୟାୟ ନମିଳିବାରୁ ଜିଲ୍ଲାପାଳଙ୍କୁ କାର୍ଯ୍ୟାଳୟ ସମୁଖରେ ସପରିବାର ଧାରଣା । କେନ୍ଦ୍ରାପଡା

ଆଜି କେନ୍ଦ୍ରାପଡା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଡେରାବିଶ୍ ବ୍ଲକ୍ ଅନ୍ତର୍ଗତ ବସିପୁର ଗ୍ରାମ ପଞ୍ଚାୟତର ବସିପୁର ଗ୍ରାମର ପଦ୍ମଚରଣ ବାରିକଙ୍କ ପୁଅ ନାରାୟଣ ବାରିକ ତାଙ୍କ ସପରିବାର ଡେରାବିଶ୍ ତହସିଲଦାରଙ୍କ ନାମରେ ଜମିଜମା କେସକୁ ନେଇ ହାଇକୋର୍ଟ ଅର୍ଡରକୁ ଅବମାନନା କରିବା ଏବଂ ଜୈନିକ ଗରିବ ନୀରିହ ଦମ୍ପତୀକୁ ନ୍ୟାୟ ପାଇବାରୁ ବଞ୍ଚିତ କରିବା । ଏବଂ ସେମାନଙ୍କ କଥା ନଶୁଣିବା, ସେମାନଙ୍କୁ ବାରମ୍ବାର ତହସିଲ କାର୍ଯ୍ୟାଳୟକୁ ଦୌଡେଇବା ଭଳି ସଂଗୀନ୍ ସଂଗୀନ ମୂଳକ ଅଭିଯୋଗ ଆଣି ଆମରଣ ଅନଶନ ବା ଧାରଣାରେ ବସିଥିବା ଦେଖିବାକୁ ମିଳିଥିଲା। ତେବେ ଚାଲନ୍ତୁ ସିଧାସଳଖ ଯିବା ପଚାରି ବୁଝିବା କଣ ଏବଂ କିପ୍ରକାର ପ୍ରତିକ୍ରିୟା ରଖୁଛନ୍ତି ଧାରଣା କାରିମାନେ ।——କେନ୍ଦ୍ରାପଡାରୁ ଆମ ଜିଲ୍ଲା ପ୍ରତିନିଧି ପ୍ରଫୁଲ୍ଲ କୁମାର ଦାସଙ୍କ ରିପୋର୍ଟ ଓଡିଶା 1 ଟିଭି  ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here