ଡାକ୍ତର ଗୋବିନ୍ଦ ଚନ୍ଦ୍ର ଦାସଙ୍କୁ ଜନଶକ୍ତି ପାର୍ଟି ପକ୍ଷରୁ ସମ୍ବର୍ଦ୍ଧନା ।

କେନ୍ଦ୍ରାପଡା : ଆଜି ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ମାନ୍ୟବର ଜବାହାର ଲାଲ୍ ନେହୁରଙ୍କ ଓଡିଶା ଗ୍ରସ୍ଥରେ ଥିବାବେଳେ ତାଙ୍କସ୍ୱାସ୍ଥ୍ୟାବସ୍ଥା କଥା ବୁଝୁଥିବା ଓ ତତ୍କାଳୀନ ଓଡିଶାର ଗଭର୍ନରଙ୍କ ଡାକ୍ତର ଭାବେ ନିଯୁକ୍ତି ପାଇଥିବା ଏବଂ ଭାରତୀୟ ସେନାବାହିନୀରେ ଡାକ୍ତର ଭାବେ କାର୍ଯ୍ୟକାଳ ଶେଷକରି ଅବସର ଗ୍ରହଣ କରିଥିବା ଡାକ୍ତର ଗୋବିନ୍ଦ ଚନ୍ଦ୍ର ଦାସଙ୍କୁ ତାଙ୍କର ପବିତ୍ର ଜନ୍ମ ଜୟନ୍ତୀ ପାଳନ ଅବସରରେ ଜନଶକ୍ତି ପାର୍ଟିର ରାଜ୍ୟ ସଭାପତି ଶ୍ରୀଯୁକ୍ତ ପ୍ରଦୀପ୍ କୁମାର ଦାସଙ୍କ ନେତୃତ୍ୱରେ ଶ୍ରମିକ ନେତା ରମେଶ ଥାଟୋଇଙ୍କ ସମେତ ସାମ୍ବାଦିକ ଦିଲ୍ଲୀପ୍ କୁମାର ଜେନା, ବିବେକ ନାୟକ, ଶାନ୍ତନୁ ନାୟକ ପ୍ରମୁଖ ତାଙ୍କ କେନ୍ଦ୍ରାପଡା ସ୍ଥିତ ବାସଭବନ ଠାରେ ପହଞ୍ଚି ତାଙ୍କୁ ମିଷ୍ଠାନ୍ନ, ପୁଷ୍ପଗୁଛ ଏବଂ ଉତ୍ତରୀୟ ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିବା ବିଶେଷ ସୂତ୍ରରୁ ଖବର ନେବାରୁ ଜଣାପଡିଛି ।

କେନ୍ଦ୍ରାପଡାରୁ ଆମ ଜିଲ୍ଲା ପ୍ରତିନିଧି ପ୍ରଫୁଲ୍ଲ କୁମାର ଦାସଙ୍କ ରିପୋର୍ଟ ଓଡିଶା 1 ଟିଭି  ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here