ବଦଳିଲେ ମାଲକାନଗିରି ଜିଲ୍ଲାପାଳ ମନୀଷ ଅଗ୍ରୱାଲ : ୱାଇ. ବିଜୟ ହେଲେ ମାଲକାନଗିରିର ନୂଆ ଜିଲ୍ଲାପାଳ

ମାଲକାନଗିରି: ହତ୍ୟା ଅଭିଯୋଗ ଆସିବା ପରେ ମାଲକାନଗିରି ଜିଲ୍ଲାପାଳ ମନୀଷ ଅଗ୍ରୱାଲଙ୍କ ବଦଳି ହୋଇଛି। ତାଙ୍କ ସ୍ଥାନରେ ୱାଇ. ବିଜୟ ନୂଆ ଜିଲ୍ଲାପାଳ ହୋଇଛନ୍ତି।

ବଦଳି ପରେ ମନୀଷ ଅଗ୍ରୱାଲ ଯୋଜନା ଓ ସଂଯୋଜନା ବିଭାଗର ଉପସଚିବ ହୋଇଛନ୍ତି। ପିଏ ଦେବ ନାରାୟଣ ପଣ୍ଡା ମୃତ୍ୟୁ ମାମଲାରେ ଫସିଛନ୍ତି ମନୀଷ ଅଗ୍ରୱାଲ। କୋର୍ଟଙ୍କ ନିର୍ଦ୍ଦେଶ ପରେ ତାଙ୍କ ନାଁରେ ମାମଲା ରୁଜୁ ହୋଇଛି। ହତ୍ୟା ମାମଲା ରୁଜୁ କରି ମାଲକାନଗିରି ପୋଲିସ୍‌ ତଦନ୍ତ ଚଳାଇଛି।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here