ରାଉରକେଲା ବଜରଙ୍ଗ ଦଳ ପକ୍ଷରୁ ଛଟପର୍ବ ପାଳନ ଉପଲକ୍ଷେ ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ:

ରାଉରକେଲାକୁ ମିନି ଇଣ୍ଡିଆ କୁହା ଯାଉଥିବା ବେଳେ ଏଠାରେ ଥିବା ବିହାରୀ ସମ୍ପ୍ରଦୟ ଲୋକଙ୍କର ଗଣପର୍ବ ଛଟପର୍ବ ପାଳନ କରିବା ପାଇଁ ବଜରଙ୍ଗ ଦଳର ସଭାପତି ରାଜୁ ସିଂ ଅତିରିକ୍ତ ଜିଲାପାଳଙ୍କୁ ଭେଟି ଏକ ସ୍ମାରକ ପତ୍ର ପ୍ରଦାନ କରିଛନ୍ତି  । ବିହାର ଭଳି ଅନ୍ୟ ରାଜ୍ୟରେ ଛଟପର୍ବକୁ ଅନୁମତି ମିଳିବା ପରେ ଜିଲ୍ଲାରେ କି ଭଳି ଏହି ପର୍ବକୁ ଅନୁମତି ମିଳିବ ସେ ନେଇ ଦଳ ପକ୍ଷରୁ ଦାବି କରାଯାଇଛି । ସହରରେ ଥିବା ବିଭିନ୍ନ ଛଟ ଘାଟ କୁ କିଭଳି ସ୍ୱଚ୍ଛ କରିବା ସହ ଛଟପର୍ବ ପାଳନକୁ ଅନୁମତି ପାଇଁ ବଜରଙ୍ଗ ଦଳ କର୍ମୀମାନେ ଅତିରିକ୍ତ ଜିଲ୍ଲାପାଳ ଙ୍କୁ ଅବଗତ କରାଇଛନ୍ତି । ଆଜିର ଏହି ବିକ୍ଷୋଭ ପ୍ରଦର୍ଶନ ବେଳେ ଶତାଧିକ ବଜରଙ୍ଗ ଦଳର କର୍ମୀ ଉପସ୍ଥିତ ଥିଲେ ।

ସୁନ୍ଦରଗଡ଼ ରୁ ବ୍ୟୁରୋ ଚିଫ ସଂଜୀବ କୁମାର ପାଢୀଙ୍କର ରିପୋର୍ଟ ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here