ପ୍ରଫୁଲ୍ଲ ଯୋଜନାରେ ପୁରୀରୁ ଆଜି ଆଉ ୧୬ ଜଣ ଉଦ୍ଧାର

ପୁରୀ ଜିଲ୍ଲା ରୁ ପ୍ରଫୁଲ୍ଲ ଯୋଜନାରେ ଆଜି ମୋଟ ୧୬ ଜଣଙ୍କୁ ପ୍ରଶାସନ ଦ୍ୱାରା ଉଦ୍ଧାର କରାଯାଇଛି I ପୁରୀ ରୁ ୪ ଜଣ ମାନସିକ ଅନଗ୍ରସର, ନିମାପଡା ରୁ ୬ ଜଣ ମାନସିକ ଅନଗ୍ରସର ଓ ୩ ଜଣ ଶାରୀରିକ ଅକ୍ଷମ ଏବଂ ଚାରିଛକ ରୁ ୩ଜଣ ମାନସିକ ଅନଗ୍ରସର ବ୍ୟକ୍ତିଙ୍କୁ ପ୍ରଫୁଲ୍ଲ ଯୋଜନା ରେ ଉଦ୍ଧାର କରାଯାଇ ନିମାପଡା ସ୍ଥିତ PPWO  ଅନୁଷ୍ଠାନକୁ  ୧୪ ଜଣଙ୍କୁ ପଠା ଯାଇଛି I ଅନ୍ୟ ଦୁଇ ଜଣଙ୍କୁ SNDYP ରେ ରଖାଯାଇଛି I

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here