ବଜରଙ୍ଗ ଦଳ ତରଫରୁ ମହମବତୀ ଜଳାଇ ଶ୍ରଦ୍ଧାଞ୍ଜଳି ଓ ଉଚିତ ନ୍ୟାୟ ଦାବୀ :

ଲବ ଜେହାଦକୁ ନେଇ ହରିଆଣାରେ ହୋଇଥିବା ହତ୍ୟା ଘଟଣାକୁ ଘୋର ନିନ୍ଦାକରି ନିକିତା ତୋମାରକୁ ଉଚିତ ନ୍ୟାୟ ମିଳୁ ବୋଲି ବଜରଙ୍ଗ ଦଳ ତରଫରୁ ମହମବତୀ ଜଳାଇ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ସୁନ୍ଦରଗଡ ଜିଲ୍ଲାର ବିରମିତ୍ରପୁର ପୌରାଞ୍ଚଳରେ ଥିବା ବଜରଙ୍ଗ ଦଳ ତରଫରୁ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ଉପସ୍ଥିତ ହୋଇ ଲବ ଜେହାଦ ଘଟଣାରେ ଶିକାର ହୋଇଥିବା ନିକତା  ତୋମାରକୁ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ରଜ୍ଞାପନ କରିଥିଲେ । ଏ ଘଟଣାରେ ହରିଆଣା ସରକାରଙ୍କ ଠାରୁ ଉଚିତ ନ୍ୟାୟ ଦାବୀ କରିଥିଲେ । ତତ ସହିତ ଉକ୍ତ ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତ ମାନଙ୍କୁ ଫାଷୀ ଖୁଣ୍ଟରେ ଝୁଲାଇ ବାକୁ ମଧ୍ୟ ଦାବୀ କରିଥିଲେ । ଏସି କାର୍ଯ୍ୟକ୍ରମର ବଜରଙ୍ଗ ଦଳର ବିରମିତ୍ରପୁର ସଂଯୋଜକ ଶିବ ପାତ୍ର , ସହ ସଂଯୋଜକ ବିଜୟ ସାହା , ବିକାଶ ଜୟସ୍ବାଲ ଓ ନିଖିଲ ସା ପ୍ରମୁଖ ନେତୃତ୍ବ ନେଇଥିଲେ ।

ସୁନ୍ଦରଗଡ଼ ରୁ ବ୍ୟୁରୋ ଚିଫ ସଂଜୀବ କୁମାର ପାଢୀଙ୍କର ରିପୋର୍ଟ ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here