ବାଇକ୍ ଦୁର୍ଘଟଣାରେ ମହିଳାଙ୍କ ମୃତ୍ୟୁ

ଆଜି କେନ୍ଦ୍ରାପଡା ବ୍ଲକ୍ ଅନ୍ତର୍ଗତ ଗଗୁଆ ସ୍କୁଲ୍ ସମ୍ମୁଖରେ କିଛି ଛୋଟ ପିଲା ହଠାତ୍ ବାଇକ୍ ଆଗକୁ ପଶି ଆସିବାରୁ ବାଇକରେ ଆସୁଥିବା ନପଂଗ ଗ୍ରାମର ଗୟାଧର ମଳିକଙ୍କ ପତ୍ନୀ କାଞ୍ଚନବାଳା ମଳିକ(୪୨) ବାଇକ୍ ରୁ ତଳକୁ ଖସିପଡିଥିଲେ । ତଳେ ପଡିଯିବାରୁ ତାଙ୍କର ପଛପଟ ମୁଣ୍ଡରେ ଖୁବ୍ ଜୋରରେ ଆଘାତ୍ ଲାଗି ମୁଣ୍ଡ ଫାଟି ରକ୍ତ ବାହାରିବାରୁ ତାଙ୍କୁ ତୁରନ୍ତ ୧୦୮ ଆମ୍ବୁଲାନ୍ସ ଯୋଗେ କେନ୍ଦ୍ରାପଡା ଜିଲ୍ଲା ମୂଖ୍ୟ ଚିକିତ୍ସାଳୟକୁ ଅଣାଯାଇଥିଲା I ହସପିଟାଲରେ ଡାକ୍ତର ଦେଖି ତାଙ୍କୁ ମୃତ ଘୋଷଣା କରିଥିଲେ I ପରେ ତାଙ୍କ ଶବ ବ୍ୟବଚ୍ଛେଦ କରାଯାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିବା ବିଶେଷ ସୂତ୍ରରୁ ଖବର ନେବାରୁ ଜଣାପଡିଛି ।

କେନ୍ଦ୍ରାପଡାରୁ ଜିଲ୍ଲା ପ୍ରତିନିଧି ପ୍ରଫୁଲ୍ଲ କୁମାର ଦାସଙ୍କ ରିପୋର୍ଟ I

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here