ତିଲେଇ ମୁଣ୍ଡା ଅଞ୍ଚଳରେ ଶୀତ ମାସକୁ ନେଇ କରୋନା ସଚେତନତା :

ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଓ ବିଜୁ ଜନତା ଦଳର ରାଜ୍ୟ ଉପସଭାପତି ଶ୍ରୀଯୁକ୍ତ ମଙ୍ଗଳା କିଷାନ ଙ୍କର ନିର୍ଦ୍ଦେଶ ରେ ଆଜି ୦୧.୧୧.୨୦ ପୌରାଞ୍ଚଳ ୱାର୍ଡ ନମ୍ବର ୧୦ ତିଳେଇମୁଣ୍ଡା ରେ “ଜନସଚେତନତା”କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଶୀତ ଋତୁ ରେ କରୋନା ତାହାର କାୟା ବିସ୍ତାର କରିବାର ଅଧିକ ସମ୍ଭାବନା ରହିଛି । ତେଣୁ କିଭଳି ଭାବରେ ଏହା ରୋକାଯାଇପାରିବ, ତାହା ଉପରେ ଏହି କାର୍ଯ୍ୟକ୍ରମ କରାଯାଇଥିଲା । ଜନ ସାଧାରଣ ନିଜେ ସଚେତନ ରହି ପରିବାର ବର୍ଗଙ୍କୁ ଓ ଅନ୍ୟ ମାନଙ୍କୁ ସଚେତନ କରାଇବାର ଚେଷ୍ଟା ଜାରି ରଖିଲେ ସବୁ ସମସ୍ୟା ପ୍ରତିହତ ହେବ ବୋଲି ଆଶା କରି ପୂର୍ବତନ ବିଧାୟକ ଏବଂ ସହଯୋଗୀ ବୃନ୍ଦ ଯଥା ସାଧ୍ୟମତେ ନିଜର ପ୍ରଚେଷ୍ଟା ଜାରି ରଖିଛନ୍ତି ଏବଂ ଆଗକୁ ମଧ୍ୟ ରଖିବେ ।

ସୁନ୍ଦରଗଡ଼ ରୁ ବ୍ୟୁରୋ ଚିଫ ସଂଜୀବ କୁମାର ପାଢୀଙ୍କର ରିପୋର୍ଟ ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here