ଜଗତଜନନୀଙ୍କ ମହାଅଷ୍ଟମୀ ପୂଜା I

୨୩..୧୦..୨୦୨୦ ଚାଲିଛି ପାର୍ବଣ  ରିତୁ ଚଳିତ ବର୍ଷ ମା ଦୁର୍ଗାଙ୍କ ପୂଜାକୁ ଫିକା କରିଦେଇଛି । କରେ।ନା ମହାମାରୀ ଏହି ଅବସରରେ  ଜଗତସିଂହପୁର ଜିଲ୍ଲା ସଦର ଟାଉନ୍   ତ୍ରିତେ।ଲ୍  ବ୍ଲକରେ ତଥା ନାଉଗାଁ ବାଲିକୁଦା ବିଭିନ୍ନ  ଶକ୍ତିପୀଠ ଓ ଦେବୀପୀଠରେ ମାଙ୍କ  ଅଷ୍ଟମୀ ପୂଜା ମାଙ୍କ ନବରାତ୍ର ପୂଜା ନିରାଡମ୍ବର  ସହକାରେ ରୀତିନୀତି ପ୍ରକାରେ ପାଳନ କରାଯାଉଛି I ପୂଜା ମଣ୍ଡପରେ ମା ଜଗତଜନନୀ ଶେ।ଭାପାଉଛନ୍ତି ।ଶୁକ୍ରବାର ଦିନ ମହାଅଷ୍ଟମୀ ଅବସରେ ମା ଶାରଳାଙ୍କ  ପୀଠ ସରାମ୍ବୋ ମା ଶିର୍ଦ୍ଧୀଦାତ୍ରି ପିଠ ରେ ମାଙ୍କ ପୂଜା ପାଳନ କରାଯିବା ସହ ମାଙ୍କ ଆଳତି ଓ ପରେ ଚଣ୍ଡିପାଠ ଅନୁଷ୍ଠିତ ହେ।ଇଯାଇଛି ଏହି ପୂଜା ଦଶହରା ପଯ୍ଯନ୍ତ ଚାଲିବ ବିଭିନ୍ନ ଶକ୍ତିପୀଠ ପରିସରରେ  ମାଙ୍କ ନବରାତ୍ର ପୂଜା ନିରାଡମ୍ବର ସହକାରେ ପାଳନ ହେଉଛି । କେ।ରନା ମହାମାରୀ ଯେ।ଗୁଁ ପୂଜା ମଣ୍ଡପରେ ଦୁଗତି ନାଶିନୀ ମା ଦୁର୍ଗା  ସମଗ୍ରରାଜ୍ଯରେ ଚାଲିଥିବା କରେ।ନା ମହାମାରୀକୁ ବିନାଶ କରନ୍ତୁ ମା ଦୁର୍ଗା ଙ୍କ ନିକଟରେ ଭକ୍ତିପୂଣ୍ନ ଭାବେ ଉକ୍ତମାନେ ପ୍ରାଥନା କରିଛନ୍ତି I  

ଜଗତସିଂହପୁର ଜିଲ୍ଲାର ଜିଲ୍ଲା ପ୍ରତିନିଧି ପ୍ରଫୁଲ୍ଲ କୁମାର ସାହୁ ଙ୍କ ରିପୋର୍ଟ

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here