ଡେରାବିଶ୍ ଥାନାଧିକାରୀଙ୍କୁ କରୋନା ଯୋଦ୍ଧା ସମ୍ମାନ ପ୍ରଦାନ ।

ଆଜି କେନ୍ଦ୍ରାପଡା ଡେରାବିଶ୍ ଥାନର ଭାରପ୍ରାପ୍ତ ଅଧିକାରୀଙ୍କୁ କବୟତ୍ରୀ ସ୍ୱର୍ଗତ ବିଦ୍ୟୁତଲତା ଜେନା ସ୍ମୃତି ସଂସଦ ଏବଂ ବିଦ୍ୟୁଆନ୍ ଏଜୁକେସନାଲ୍ ଚାରିଟେବୁଲ୍ ଟ୍ରଷ୍ଟ ପକ୍ଷରୁ ବରିଷ୍ଠ ଆଇନଜିବୀ ଏବଂ ଜନଶକ୍ତି ପାର୍ଟିର ସଭାପତି ଶ୍ରୀଯୁକ୍ତ ପ୍ରଦୀପ କୁମାର ଦାଶ ଏବଂ ଶ୍ରମିକ ନେତା ରମେଶ ଥାଟୋଇ ଏବଂ ଦଳିତ ସଭାପତି ଶାନ୍ତନୁ ନାୟକ ଏବଂ ଦିଲ୍ଲୀପ୍ ଜେନା ପ୍ରମୁଖ ଥାନାଧିକାରୀଙ୍କୁ ତାଙ୍କ କାର୍ଯ୍ୟାଳୟରେ ଭେଟି ପୁଷ୍ପଗୁଚ୍ଛ, ଉତ୍ତରୀୟ ଏବଂ ମାନପତ୍ର ଦେଇ କରୋନା ଯୋଦ୍ଧା ଭାବେ ସମ୍ବର୍ଦ୍ଧିତ କରିଥିବା ବିଶେଷ ସୂତ୍ରରୁ ଖବର ନେବାରୁ ଜଣାପଡିଛି ।—–

କେନ୍ଦ୍ରାପଡାରୁ ଆମ ଜିଲ୍ଲା ପ୍ରତିନିଧି ପ୍ରଫୁଲ୍ଲ କୁମାର ଦାସଙ୍କ ରିପୋର୍ଟ ଓଡିଶା 1ଟିଭି  ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here