ଜଗତସିଂହପୁର ଏସ୍ ପି ଙ୍କ ଦ୍ବାରା ନାଉଗାଁ ଥାନା ଏସ୍ଆଇ ନିଲମ୍ବିତ

ଜଗତସିଂହପୁର 21:10:20 : ଗତ କାଲି  ନାଉଗାଁ ବାରେକ୍ ରେ ଅସାମାଜିକ ବ୍ଯକ୍ତ ଙ୍କ ସହିତ ମିଶି ଏସ୍ ଆଇ ଜଣକ  ଡ୍ଯୁଉଟିରେ ଥାଇ ମଧ୍ଯ ପେ।ଷ।କ  ରେ ମଦ୍ଯପାନ କରୁଥିବା ଘଟଣାକୁ ନେଇ ବିଭିନ୍ନ ଖବର କାଗଜରେ ପ୍ରସାରଣ ହେବାପରେ ଜଗତସିଂହପୁର ଜିଲ୍ଲା ଆରକ୍ଷୀ ଅଧ୍ଯକ୍ଷ  ଙ୍କ ଦ୍ବାରା ଆଜି ତାଙ୍କୁ ନିଳମ୍ବିତ କରାଯିବା  ସହିତ ଜିଲ୍ଲା ହେକ୍ଟକ୍ବଟର  ଆରାଇ ଅଫିସ୍ କୁ ଫଠାଇଛନ୍ତି ।ଏସ୍ ପି ଙ୍କ ନିକଟରେ ନାଉଗାଁ ଥାନା ଅଚଂଳ ରୁ ବିଭିନ୍ନ  ସଂଗୀନ  ଅଭିଯେ।ଗ ବାଲି ମାଫିଆ ମଦବ୍ଯବସାୟୀ ଜୁଆଖେଳ ଙ୍କ ଠାରୁ ମାସିକିଆ ବଟି ନେଉଥିବା ଉପରେ ଆଇଜି ସିଆରଙ୍କ ନିକଟରେ  ଅଭିଯେ।ଗ ପୂବରୁ ଜଣେ ମହିଳା ସାମ୍ବାଦିକ କରିଥିଲେ ତଦନ୍ତ ଚାଲୁଥିବା ସମୟରେ ମଧ୍ଯ ଏସ୍ ପି ହାତରେ ସଠିକ୍ ପ୍ରମାଣ ପଡିଥିଲ। କାଲି ନାଉଗାଁ ଥାନାରେ ଥିବା ବାରେକ୍  ମଦ୍ଯପାନ କରୁଥିବା  ନାଉଗାଁ ଏସ୍ ଆଇ ବିବେକାନନ୍ଦ ସାହୁ ଙ୍କ ବିରେ।ଧରେ ଦୃଢ ପଦଷେକ୍ଷ ନେଇଥିବାରୁ ଜିଲ୍ଲା ଏସ୍ ପି ଙ୍କ ଉପରେ ନାଉଗାଁ ଅଚଂଳ ବାସୀ ପ୍ରଂଶଷା କରିଛନ୍ତି ।କଥା ଆଛି ରକ୍ଷକ ସାଜି ଯଦି ଭକ୍ଷକ ହେବେ ଜନତାଙ୍କ ଆଶା ଭରଷା ତ୍ରୁଟି ଯିବ ପେ।ଲିସ୍ ପ୍ରଶାସନ ଉପରୁ ।ଜଗତସିଂହପୁର ଏସ୍ ପି  ତଦନ୍ତ ନିମେନ୍ତ  ଏସ୍ ଡିପିଓ  ପ୍ରିୟରଂଞ୍ଜନ ଶତପଥୀ ରିପେ।ଟ ଦେବାପରେ ଏସ୍ ପି କାଯ୍ଯରୁ ନିଳମ୍ବିତ ଆଜି କରିଛନ୍ତି I

ଜଗତସିଂହପୁର ର ଜିଲ୍ଲା ପ୍ରତିନିଧି ପ୍ରଫୁଲ୍ଲ କୁମାର ସାହୁ ଙ୍କ ରିପୋର୍ଟ

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here