ଭାଇସ୍ ଚ୍ୟାରମ୍ୟାନଙ୍କୁ ଦିଆହେଲା ହେଲା ଚେୟାରମ୍ୟାନଙ୍କ ଦାଇତ୍ଵକୁ I

କେନ୍ଦ୍ରାପଡା ବ୍ଲକ୍ ଚେୟାରମ୍ୟାନ ସ୍ୱର୍ଗତ ଅନାମ ବନ୍ଧୁ ଧଳଙ୍କ ବିୟୋଗ ପରେ ଗତ କିଛି ଦିନଧରି କେନ୍ଦ୍ରାପଡା ୧-ନଂ- ବ୍ଲକର ଚେୟାରମ୍ୟାନଙ୍କ ସିଟ୍ ଫାଙ୍କା ପଡିଥିବା ବେଳେ ଆଜି ମାନନୀୟ ଜିଲ୍ଲାପାଳ କେନ୍ଦ୍ରାପଡା ଶ୍ରୀଯୁକ୍ତ ସମର୍ଥ ବର୍ମାଙ୍କ ନିର୍ଦ୍ଦେଶ କ୍ରମେ ବା ଚିଠି ନମ୍ବର -୯୧୨,ତା-୧୯-୧୦-୨୦୨୦ ଏବଂ  Ref- Letter-no-୩୭୩୩ ତା-୧୮-୦୯-୨୦୨୦ ଓ Section-2o-A(3)of Odisha Panchayat Samiti act-1959 ଅନୁଯାୟୀ ବ୍ଲକର ଭାଇସ୍ ଚ୍ୟାରମ୍ୟାନ ଶ୍ରୀମତୀ ସ୍ନେହଲତା ପ୍ରଧାନଙ୍କୁ ଦାଇତ୍ଵ ହସ୍ତାନ୍ତର କରିବା ସହିତ ଚେୟାରମ୍ୟାନଙ୍କ ଦାଇତ୍ଵକୁ ସୁଚାରୁ ରୂପେ ତୁଲାଇବା ପାଇଁ ଅନୁମତୀ ପ୍ରଦାନ କରିଥିବାରୁ ଆଜି ଭାଇସ୍ ଚେୟାରମ୍ୟାନ ଶ୍ରୀମତୀ ପ୍ରଧାନ ମଧ୍ୟ ଜିଲ୍ଲାପାଳଙ୍କ ଆଦେଶକୁ ସମ୍ମାନ ଜଣାଇ କାର୍ଯ୍ୟରେ ଯୋଗଦେଇଥିବା ବିଶେଷ ସୂତ୍ରରୁ ଖବର ନେବାରୁ ଜଣାପଡିଛି ।

କେନ୍ଦ୍ରାପଡାରୁ ଆମ ଜିଲ୍ଲା ପ୍ରତିନିଧି – ପ୍ରଫୁଲ୍ଲ କୁମାର ଦାସଙ୍କ ରିପୋର୍ଟ ଓଡିଶା 1ଟିଭି  ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here