ବାଲୁଘାଟ ରେ ତସିଲଦାର ଏବଂ ପୋଲିଶର ଚଢ଼ାଉ ୧୧ ଟି ବାଲି ବୋଝେଇ ଟ୍ରାକଟର ଜବତ :

ସୁନ୍ଦରଗଡ ସଦର  ତହସିଲ ଅନ୍ତର୍ଗତ ମଝାପଡା ଅଞ୍ଚଳର ସଫେଇ ବାଲିଘାଟରେ ଶନିବାର ସକାଳ ପ୍ରାୟ ୮.୦୦ ସମୟ ରେ ଧାରୁଆଡ଼ିହି ଥାନା ଏସ ଆଇ ଅଭୟ କୁମାର ମହାପାତ୍ରଙ୍କ ସହିତ ଥାନାର ସହକର୍ମୀ ଏବଂ ଅତିରିକ୍ତ ତସିଲଦାର ଯୋଗେଶ୍ୱର ଭୋଇ ଙ୍କ ସହିତ  ତାଙ୍କର ସହକର୍ମୀ ଗଣ ବାଲି ବୋଝେଇ ଟ୍ରାକଟରରୁ ଫାଇନ ଆଦାୟ କରିଛନ୍ତି । ଉକ୍ତ ବାଲିବୋଝେଇ ଟ୍ରାକଟର ଗୁଡିକରୁ  ଟ୍ରାକଟର ପିଛା ୧୫୨୯୧ ଟଙ୍କା ଫାଇନ ଆଦାୟ କରିଛନ୍ତି । ତସିଲଦାର  ମଧ୍ୟ କହିଲେ ବାଲୁଘାଟ ଗୁଡିକ ନିଲାମ ନ ହେବା ପର୍ଯ୍ୟନ୍ତ ପୁନର୍ବାର ଏ ଭଳିଆ ଭୁଲ ଯେପରି ଆଉ ଥରେ ନ କରିବେ ।ଚେତାବନୀ ଦେଇକି ଫାଇନ କାଟି ଟ୍ରାକଟର କୁ ଛାଡି ଦେଇଥିଲେ।

ସୁନ୍ଦରଗଡ଼ ରୁ ବ୍ୟୁରୋ ଚିଫ ସଂଜୀବ କୁମାର ପାଢୀଙ୍କର ରିପୋର୍ଟ ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here