ଭାରସାମ୍ୟ ହରାଇ କାନ୍ଥରେ ପିଟିଲା ଯାତ୍ରୀବାହୀ ବସ :

ରାଉରକେଲା ସହରର ସେକ୍ଟର ୨ ଛକରେ ଘଟିଛି ସଡ଼କ ଦୁର୍ଘଟଣା । ପ୍ରତୀକ ବସଟି ୨ ନ.ଛକରୁ ରାଉରକେଲା ବସଷ୍ଟାଣ୍ଡ ଅଭିମୁଖେ କରୁଥିବା ବେଳେ ବସର  ଚାଳକ ଭାରସାମ୍ୟ ହରାଇ ଦେଇ ବସଟି ଆଇ ଜି ପାର୍କ କାନ୍ଥରେ ପିଟି ହୋଇ ବସଟି ଧକ୍କା ହୋଇଥିଲା । ଯାହା ଫଳରେ ରାଜ ରାସ୍ତାରେ କିଛି ସମୟପାଇଁ ଯାତାୟାତ ସଂପୂର୍ଣ୍ଣ ବନ୍ଦ ହୋଇଯାଇଥିଲା । ସୌଭାଗ୍ୟବସତ ବସରେ କୌଣସି ଯାତ୍ରୀ ରହି ନ ଥିଲେ । ଏହି ଦୁର୍ଘଟଣାରେ ଚାଳକ ଓ  ହେଲପେର ଦୁଇ ଜଣ ସାମାନ୍ୟ ଆହତ ହୋଇଥିବାରୁ ସେମାନଙ୍କୁ ହସ୍ପିଟାଲକୁ ପଠାଯାଇଛି ଚିକିତ୍ସା ପାଇଁ । ଖବର ପାଇ ଘଟଣାସ୍ଥଳରେ ସେକ୍ତର – ୩ ଥାନାର ପୋଲିଶ ପହଞ୍ଚି ବସଟିକୁ ଜବତ କରି ତଦନ୍ତ ଜାରି ରଖିଛି ।

ସୁନ୍ଦରଗଡ଼ ରୁ ବ୍ୟୁରୋ ଚିଫ ସଂଜୀବ କୁମାର ପାଢୀଙ୍କର ରିପୋର୍ଟ ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here