କାମାକ୍ଷାନଗର ପାଇଁ ଗୌରବ ଆଣିଛନ୍ତି ହର୍ଷିତା

ଚଳିତ ବର୍ଷ ନିଟ୍ ପରୀକ୍ଷା ରେ ଉତ୍ତିର୍ଣ୍ଣ ହୋଇଛନ୍ତି କାମାକ୍ଷାନଗର ବିଜ୍ଞାପିତ ଅଞ୍ଚଳ ପରିଷଦ ରେ ଥିବା ରେକୁଳା ଗ୍ରାମର ହିମାଂଶୁ କୁମାର ସାହୁ ଙ୍କ ଝିଅ ହର୍ଷିତା ସାହୁ | ଦିଲ୍ଲୀ ରେ ରହି ପାଠ ପଢୁଥିବା ହର୍ଷିତା କଠିନ ପରିଶ୍ରମ ଦ୍ବାରା ଏ ସଫଳତା ପାଇଛନ୍ତି ବୋଲି କହିଥିଲେ | ଏହାର ଶ୍ରେୟ ନିଜର ପିତା ମାତା ଏବଂ ଗୁରୁଜନଙ୍କୁ ଦେଇଛନ୍ତି |

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here