ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ୭୪ ତମ ଜନ୍ମଦିନ ଅବସରରେ ରକ୍ତଦାନ ଶିବିର ଅନୁଷ୍ଠିତ :

ପରଜଙ୍ଗ: ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ୭୪ ତମ ଜନ୍ମଦିନ ଅବସରରେ ଦଦରାଘାଟି ହାଇସ୍କୁଲ ଠାରେ ପରଜଙ୍ଗ ନିର୍ବାଚନ ମଣ୍ଡଳୀ ର ଯୁବନେତା ଅସିତ କୁମାର ରାୟ ଚୌଧୁରୀ ଙ୍କ ନେତୃତ୍ୱରେ ଓଡିଶା-ମୋ ପରିବାର “ଜୀବନବିନ୍ଦୁ” ଆନୁକୂଲ୍ୟରେ  ୩୪୦ ଉନିଟ ରକ୍ତ ସଂଗୃହୀତ ହୋଇଥିଲା, ଏହି ରକ୍ତଦାନ ଶିବିର ର ମୁଖ୍ୟ ଅତିଥି ପରଜଙ୍ଗ ବିଧାୟକ ଡାକ୍ତର ନୃସିଂହ ଚରଣ ସାହୁ ପ୍ରଥମେ ଦ୍ୱୀପ ପ୍ରଜ୍ୱଳନ କରି ରକ୍ତଦାନ ଶିବିର କୁ ଉଦଘାଟନ କରିବା ସହ ସମସ୍ତ ଜନସାଧାରଣ ଙ୍କୁ କରୋନା ମହାମାରୀ ସଚେତନତା ବାର୍ତା ଦେବା ସହ ମାସ୍କ ବଣ୍ଟନ କରିଥିଲେ ଓ ଯୁବବର୍ଗ ଙ୍କୁ ରକ୍ତଦାନ ଓ ପ୍ଲାଜମା ଦାନ କରିବା ପାଇଁ ଆହ୍ୱାନ ଦେଇଥିଲେ, ଅନ୍ୟ ମାନଙ୍କ ମଧ୍ୟରେ ପରଜଙ୍ଗ ବ୍ଲକ ଅଧ୍ୟକ୍ଷ ଅକ୍ଷୟ କୁମାର ବେହେରା, ଜିଲ୍ଲା ବିଜେଡି ଛାତ୍ର ସଭାପତି ସୁରଜ ମହାପାତ୍ର, ବିଜେଡ଼ି ବ୍ଲକ ସଭାପତି କୃଷ୍ଣଚନ୍ଦ୍ର ମହାନ୍ତି, ଯୁବ ସଭାପତି ସୁବ୍ରତ ଦାସ, ଜିଲ୍ଲା ସମ୍ପାଦକ ଭୂପେଶ ଚନ୍ଦ୍ର ପ୍ରଧାନ, ବ୍ଲକ ଉପାଧ୍ୟକ୍ଷା ବିଳାସିନୀ ସେଠୀ, “ଯୁବଶକ୍ତି” ଅଧ୍ୟକ୍ଷ ହିମାଂଶୁ ଭୂଷଣ ବାରିକ, ସମାଜସେବୀ ପ୍ରିୟଦର୍ଶୀ ବିଶ୍ୱାଳ, ସମସ୍ତ ମିଡିଆ ପ୍ରତିନିଧିମାନେ ସାମିଲ ଥିଲେ ଏହି କାର୍ଯ୍ୟକ୍ରମ ର ସମସ୍ତ ପରିଚାଳନା କରିଥିଲେ ଆଖୁଆପାଳ ସରପଞ୍ଚ ପ୍ରଦୀପ କୁମାର ବେହେରା, ଓ ବିଜୁ ଯୁବ ବାହୀନ ର କର୍ମକର୍ତ୍ତା ମାନେ ସହଯୋଗ କରିଥିଲେ I

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here