ନିଯୁକ୍ତି ଦେବା ଲାଗି ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ଧାରଣା :

ରାଉରକେଲା ସହରର ଇସ୍ପାତ କାରଖାନାରେ ଥିବା ଏକ ଏନଏସପିସିଏଏଲ ସଂସ୍ଥା ସ୍ଥାନୀୟ ଯୁବକମାନଙ୍କୁ ନିଯୁକ୍ତି ନ ଦେଇ ବାହାରୁ ଆସିଥିବା ଲୋକମାନଙ୍କୁ ନିଯୁକ୍ତି ଦେଇ ଏକ ପ୍ରକାର ମନମାନି କରୁଥିବା କମ୍ପାନୀ ବିରୁଦ୍ଧରେ ଏନ ଏସପିସିଏଏଲ  ବିଭାଗର ଡିଜିଏମ ଅଧିକାରୀଙ୍କ ବାସଗୃହ ସମ୍ମୁଖରେ ବିଜେପି ଯୁବ ମୋର୍ଚ୍ଚା ଓ ବରିଷ୍ଠ ନେତା ଏବଂ ଅନେକ ଯୁବକ ଯୁବତୀମାନେ ଆସି ଧାରଣା ଦେବା ସହ ସ୍ଥାନୀୟ ଲୋକମାନଙ୍କୁ ନିଯୁକ୍ତି ଦିଆଯାଉ ବୋଲି ସେମାନଙ୍କ ଦାବି ଥିଲା । ଏହା ବ୍ୟତୀତ ଡିଜିଏମ ଅଧିକାରୀ ଯଦି ରାଉରକେଲା ସହରରେ ଅନେକ ବେକାରୀ ରହିଥିବା ଯୁବ ଓ ଯୁବତୀମାନଙ୍କୁ ସଂସ୍ଥାରେ ନିଯୁକ୍ତି ନ ମିଳିଲେ ଆଗାମୀ ଦିନରେ ବିଜେପି ଯୁବ ମୋର୍ଚ୍ଚା ରାଜ ରାସ୍ତାକୁ ଓହ୍ଲାଇ ଜୋର ଦାର ପ୍ରତିବାଦ କରିବ ବୋଲି ଯୁବମୋର୍ଚ୍ଚା ସଭାପତି ସୂଚନା ଦେଇଥିଲେ ।

ସୁନ୍ଦରଗଡ଼ ରୁ ବ୍ୟୁରୋ ଚିଫ ସଂଜୀବ କୁମାର ପାଢୀଙ୍କର ରିପୋର୍ଟ ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here