ତିର୍ତ୍ତୋଲ ଉପନିର୍ବାଚନ ନେଇ ନାମାଙ୍କନପତ୍ର ଦାଖଲ କଲେ କଂଗ୍ରେସ ଦଳ ପ୍ରାଥୀ ।

ତିର୍ତ୍ତୋଲ ଉପନିର୍ବାଚନ ନେଇ ପାର୍ଥିପତ୍ର ଦାଖଲ ପଞ୍ଚମ ଦିନରେ କଂଗ୍ରେସ ଦଳର ପାର୍ଥି ହିଂମାଶୁ ଭୂଷଣ ମଲ୍ଲିକ୍  ସେମାନଙ୍କର ସମର୍ଥନଙ୍କ ସହିତ  ପାର୍ଥିପତ୍ର ଦାଖଲ କରିଛନ୍ତି ।  କେ।ଭିଡ୍ ନିୟମକୁ ଆଖି ଆଗରେ ସମର୍ଥକମାନେ କୋଭିଡ ନିୟମ କୁ ପାଳନ କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚିବା ପରେ ପାର୍ଥି  ଜିଲ୍ଲା ଯୁବ କଂଗ୍ରେସ ସଭାପତି ପ୍ରଶାନ୍ତ ମଲ୍ଲିକ୍  ଙ୍କ ସହିତ ଅତିରିକ୍ତ ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ରିଟର୍ଣ୍ଣିଂ ଅଧିକାରୀ ସଚ୍ଚିଦାନନ୍ଦ ସାହୁ ଙ୍କ ନିକଟରେ ପାର୍ଥିପତ୍ର ଦାଖଲ କରିଛନ୍ତି । ଜିତିବା ପରେ  ଶିକ୍ଷା,ସ୍ୱାସ୍ଥ୍ୟ ଓ ବିକାଶ ଉପରେ ଗୁରୁତ୍ୱ ଦେବେ ବୋଲି ପ୍ରକାଶ କରିଛନ୍ତି ।

ଜଗତସିଂହପୁର ଜିଲ୍ଲାରୁ ଜିଲ୍ଲା ପ୍ରତିନିଧି ପ୍ରଫୁଲ କୁମାର ସାହୁଙ୍କ ରିପୋର୍ଟ Odisha1 tv

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here