ଆଙ୍କର-ଢେଙ୍କାନାଳ କଙ୍କଡ଼ାହାଡ଼ ବ୍ଲକ ବିରିବୋଲେଇ ପଞ୍ଚାୟତ ର ତିନୋଟି ଗ୍ରାମ ରହିଛି ,ବିରିବୋଲେଇ,ଜାଙ୍ଗୁ,ସୋଲଙ୍ଗା, କିନ୍ତୁ କରୋନା ମହାମାରୀ ସମୟରେ ସରକାରଙ୍କର ମନରେଗା , ଯୋଜନା ପ୍ରବାସୀ ଶ୍ରମିକ ଙ୍କ ପାଇଁ ସୁବିଧା ଥାଇ ମଧ୍ୟ ସଠିକ ଭାବରେ କାର୍ଯ୍ୟ କାରି ହେଉନାହିଁ। ଏବଂ ପ୍ରବାସୀ ଶ୍ରମିକ ମାନେ କାର୍ଯ୍ୟ କରିଥାଇ ମଧ୍ୟ ତାଙ୍କର ପାରିଶ୍ରମିକ ମୂଲ୍ୟ ମିଳିନାହିଁ ଯାହାକୁ ନେଇ ପଂଚାୟତ କାର୍ଯ୍ୟାଳୟ ଆଗରେ ଆନ୍ଦୋଳନ କରିଛନ୍ତି ପ୍ରବାସୀ ମାନେ ।ତୁରନ୍ତ ଏହାର ବିଚାର କରିବାକୁ କରିଛନ୍ତି ଦାବି।