ଜନ ସଚେତନତା କାର୍ଯ୍ୟକ୍ରମ ର ଦ୍ଵିତୀୟ ପର୍ଯ୍ୟାୟ ଆରମ୍ଭ

ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଙ୍କ ଆହ୍ୱାନ କ୍ରମେ ଅକ୍ଟୋବର ୨ ରୁ ନଭେମ୍ବର ୨ ପର୍ଯ୍ୟନ୍ତ କରୋନା ମହାମାରୀକୁ ନେଇକି ଚାଲିଥିବା ଜନସଚେତନ ଅଭିଯାନର ଦ୍ବିତୀୟ ପାର୍ଯ୍ୟାୟ ରେ ବିଜୁ ଜନତା ଦଳର ରାଜ୍ୟ ଉପସଭାପତି ତଥା ରାଜଗାଙ୍ଗପୁରର ପୂର୍ବତନ ବିଧାୟକ ଶ୍ରୀଯୁକ୍ତ ମଙ୍ଗଳା କିସାନ ଙ୍କ ନେତୃତ୍ୱରେ ସ୍ଥାନୀୟ ପୌରପାଳିକାର ୱାର୍ଡ ନମ୍ବର ୨,୪,୮,୧୧,୨୦, ଠାରେ ଜନସଚେତନତା ସୃଷ୍ଟି କରିବା ସହିତ ମାସ୍କ ବଣ୍ଟନ କରାଯାଇଥିଲା, ସମସ୍ତଙ୍କୁ ଆମର ବିନମ୍ର ଅନୁରୋଧ ଦୟାକରି ମାସ୍କ ବ୍ୟବହାର କରନ୍ତୁ, ସାମାଜିକ ଦୂରତ୍ୱ ରକ୍ଷା କରନ୍ତୁ ଓ ହାତ କୁ ସଫା ରଖନ୍ତୁ । ସୁସ୍ଥ ସମାଜ ଗଠନରେ ସହଯୋଗର ହାତ ବଢାନ୍ତୁ ।

ସୁନ୍ଦରଗଡ଼ ରୁ ବ୍ୟୁରୋ ଚିଫ ସଂଜୀବ କୁମାର ପାଢୀଙ୍କର ରିପୋର୍ଟ ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here