ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଲିଭିଗଲା ଦୁଇଟି ଅମୂଲ୍ୟ ଜୀବନ ଦୀପ

ଲିଭିଗଲା ଦୁଇଟି ଅମୂଲ୍ୟ ଜୀବନ ଦୀପ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ । ରାଜଗାଙ୍ଗପୁର ସ୍ଥିତ ରାଣିବନ୍ଧ ପାଖ ଜଲାନ ପେଟ୍ରୋଲ ପମ୍ପ ନିକଟରେ ଅଜଣା ଗାଢିର ଧକ୍କାରେ ଦୁଇଜଣଙ୍କ ଜୀବନ ଚାଲିଗଲା । ଦୁର୍ଘଟଣାଟି ଏତେ ଭୟଙ୍କର ଥିଲା ଯେ ଅଜଣା ଗାଡି ଧକ୍କାରେ ଜଣଙ୍କର ଗୋଟିଏ ହାତ ଶରୀରରୁ ସମ୍ପୂର୍ଣ୍ଣ ଭାବେ ଅଲଗା ହୋଇ ରାସ୍ତାରେ ଉପରକୁ ଛିଟିକି ପଡିଥିଲ। l
ମୁଣ୍ଡରେ ଭୀଷଣ ଆଘାତ ଯୋଗୁଁ ଦୁଇ ଜଣ ଘଟଣାସ୍ଥଳରେ ହିଁ ମୃତ୍ୟୁ ବରଣ କରିଥିଲେ। ପୋଲିଶ ପ୍ରଶାସନ ତରଫରୁ ତୁରନ୍ତ ଆବଶ୍ୟକ ପଦକ୍ଷେପ ଗ୍ରହଣ କରି ରାସ୍ତା ଅବରୋଧ ହଟାଇବା ସହିତ ଦୁଇଟି ଯାକ ଶବ ଏବଂ ତାଙ୍କର ଗାଢି କୁ ଜବତ କରିଥିଲେ । ପରେ ଶବ ଦୁଇଟିକୁ ରାଜଗାଙ୍ଗପୁର ସ୍ଥିତ ସରକାରୀ ଡ଼ାକ୍ତରଖାନାକୁ ପଠାଇ ଦିଆଯାଇଥିଲା।ତଦନ୍ତ ପାଇଁ ଘଟଣାସ୍ଥଳରେ ପୋଲିଶ ମୃତୟନ କରିଥିଲେ।ସମଗ୍ର ରସ୍ତା କୁ ଖୋଲି ଗମନାଗମନର ସୁବିଧା କରାଇଥିଲେ।


ସୁନ୍ଦରଗଡ଼ ରୁ ବ୍ୟୁରୋ ଚିଫ ସଂଜୀବ କୁମାର ପାଢୀଙ୍କର ରିପୋର୍ଟ ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here