ବିଜେପି ପ୍ରାର୍ଥୀ ଙ୍କ ନାମାଙ୍କନ ପତ୍ର ଦାଖଲ କରିଲେ ରାଜକିଶୋର ବେହେରା

ତିର୍ତ୍ତଲ ଉପ ନିର୍ବାଚନ ପାଇଁ ଆଜି ପ୍ରାର୍ଥୀପତ୍ର ଦାଖଲର ଦ୍ଵିତୀୟ ଦିବସରେ ବିଜେପି ପ୍ରାର୍ଥୀ ରାଜ କିଶୋର ବେହେରା ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି  ।ସକାଳୁ ଜଗତସିଂହପୁରର ଅଧିଷ୍ଠାତ୍ରୀ ଦେବୀ ମା ଶାରଳାଙ୍କ ଦର୍ଶନ କରି ରାଜ କିଶୋର ବେହେରା ଜଗତସିଂହପୁର ପାର୍ଟି ଅଫିସରେ ପହଞ୍ଚିଥିଲେ ।ବିଜେପି ଜିଲ୍ଲା ସଭାପତି ସତ୍ୟବ୍ରତ ମହାପାତ୍ରଙ୍କ ସହିତ ବିଜେପି ସମର୍ଥକ  ସହିତ ଆଲୋଚନା କରିବା ପରେ କୋଭିଡ କଟକଣା ନିୟମ ଅନୁସାରେ ରାଜ କିଶୋର ବେହେରା ଜଗତସିଂହପୁରର ଅତିରିକ୍ତ ଜିଲ୍ଲାପାଳ ତଥା ୧୦୨ ତିତେ।ର୍ତ୍ତଲ ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ରହିଥିବା ରିଟଣ୍ଣିଂ ଅଫିସର ସଚ୍ଚିଦାନନ୍ଦ ସାହୁଙ୍କ। ନିକଟରେ ପ୍ରାର୍ଥୀ ପତ୍ର ଦାଖଲ କରିଥିଲେ । ନିର୍ବାଚନରେ ଶାସକ ବିଜେଡି ଓ କଂଗ୍ରେସ  ଦଳର ଦୋଷ ଦୁର୍ବଳତା ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦି ଙ୍କ ଜନାଭିମୁଖୀ ଯୋଜନାକୁ ଲୋକଙ୍କ ପାଖରେ ପହଞ୍ଚାଇବା ସହିତ ଦଳ ନିଶ୍ଚିତ ଜିତିବ ବୋଲି ରାଜକିଶୋର ବେହେରା କହିଥିଲେ ।ସତ୍ଯବ୍ରତ ମହାପାତ୍ର କହିଥିଲେ ରମାକାନ୍ତ ଭେ।ଇ ବିଜେଡି ରେ ମିଶିଲେ ଦଳ ପାଇଁ କିଛି ଫେ।କ୍ସ ପଡିବନି ଯିଏ ଯେମିତି ଲଢେ଼ଇ କରିଲେ ଆମ ବିଜେପି ଦଳ ଏକ ନଂ ରେ ରହିବ ବେ।ଲି ପ୍ରକାଶ କରିଛନ୍ତି ।

ଜଗତସିଂହପୁର ଜିଲ୍ଲା ପ୍ରତିନିଧି ପ୍ରଫୁଲ୍ଲ କୁମାର ସାହୁ ଙ୍କ ରିପୋର୍ଟ

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here