ବାଲେଶ୍ୱରରେ କେନ୍ଦ୍ର ସରକାରଙ୍କ କୃଷି ବିଲ୍ ପ୍ରତ୍ୟାହାର ଦାବିରେ ନବନିର୍ମାଣ କୃର୍ଷକ ସଂଗଠନର ବିକ୍ଷୋଭ ଓ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ ।

ଆଜି ବାଲେଶ୍ୱର ଜିଲ୍ଲାରେ ନବନିର୍ମାଣ କୃର୍ଷକ ସଂଗଠନ ଦ୍ଵାରା କୃର୍ଷି ବିନାଶକାରୀ, ଖାଉଟି ବିରୋଧୀ ଏବଂ କୃର୍ଷି ବିଲ୍ ତୁରନ୍ତ ପ୍ରତ୍ୟାହାରକୁ ନେଇ କେନ୍ଦ୍ରର ମୋଦୀ ସରକାରଙ୍କୁ ପକ୍ଷଭୁକ୍ତ କରି କୃର୍ଷି ବଞ୍ଚାଅ, ଚାଷୀ ବଞ୍ଚାଅ ଏବଂ ଦେଶ ବଞ୍ଚାଅ ଭଳି ବିଭିନ୍ନ ସ୍ଲୋଗାନ ଏବଂ ବିଜେପି ସରକାରକୁ ବିରୋଧି କରି ନାରାବାଜୀ ଦେବା ସହିତ ଏକ ବିଶାଳ ରାଲିରେ ଶତାଧିକ ଲୋକ ଏବଂ କର୍ମୀ ବାଲେଶ୍ଵର ଜିଲ୍ଲାପାଳଙ୍କୁ ଭେଟି ମହାମାନ୍ୟ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରିବା ସହିତ ଦେଶରେ କୃର୍ଷକ ମାନଙ୍କ ପ୍ରତି ଭାରତ ସରକାରଙ୍କ ଏପରି ଅନ୍ୟାକୁ ଆଉ ବରଦାସ୍ତ କରାଯାଇ ପାରିବ ନାହିଁ ବୋଲି ସଂଗଠନର ସଭାପତି ଦାବି ଉପସ୍ଥାପନା କରିବା ସହିତ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ – ଯଦି ଆଗାମୀ ଦିନରେ କେନ୍ଦ୍ର ବା ମୋଦୀ ସରକାର ଏପରି ଘୃନ୍ୟ କୃର୍ଷି ବିଲକୁ ତୁରନ୍ତ ପ୍ରତ୍ୟାହାର ନକରନ୍ତି ତେବେ ଖୁବ୍ ସିଘ୍ର ସମଗ୍ର ଦେଶରେ ସମସ୍ତ ଚାଷୀ ଭାଇମାନେ ରାଜରାସ୍ତାକୁ ଓହ୍ଲାଇବା ସଂଗେ ସଂଗେ ଦେଶତମାମ ବିକ୍ଷୋଭ ସହିତ ହରତାଳ ପ୍ରଦର୍ଶନ କରାଯିବ । ତେବେ ଆସନ୍ତୁ ଦେଖିବା କେମିତି ରହିଛି ବାଲେଶ୍ବର ରେ ଚାଷୀ ଓ ଚାଷକୁ ନେଇ ନବନିର୍ମାଣ କୃର୍ଷକ ସଂଗଠନର ବିକ୍ଷୋଭ ପ୍ରଦର୍ଶନ ।

ରିପୋର୍ଟ -ପ୍ରଫୁଲ୍ଲ କୁମାର ଦାସ ଓଡିଶା 1ଟିଭି ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here