କେନ୍ଦ୍ରାପଡା ଜାତୀୟ କଂଗ୍ରେସ ଦଳ ତରଫରୁ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଜିଲ୍ଲା ପାଳଙ୍କୁ ଦାବିପତ୍ର ପ୍ରଦାନ ।

ଆଜି କେନ୍ଦ୍ରାପଡା ବିଧାନ ସଭା ନିର୍ବାଚନ ମଣ୍ଡଳୀର ଜାତୀୟ କଂଗ୍ରେସ ଦଳ ତରଫରୁ କୃର୍ଷକ ନିତୀ ମାରଣ ଉଦ୍ଦେଶ୍ୟରେ ମାନ୍ୟବର ଜିଲ୍ଲାପାଳ ଶ୍ରୀଯୁକ୍ତ ସମର୍ଥ ବର୍ମାଙ୍କ ଜରୀଆରେ କେନ୍ଦ୍ରର ବିଜେପି ସରକାରଙ୍କ ଭ୍ରଷ୍ଟାଚାର ଓ ଦୁର୍ନୀତି ଗ୍ରସ୍ତ ସରକାରଙ୍କ ବିରୋଧରେ କପାଳେଶ୍ୱର କଂଗ୍ରେସ ମୂଖ୍ୟ କାର୍ଯ୍ୟାଳୟଠାରୁ ରାଜ୍ୟର ପୂର୍ବତନ ମନ୍ତ୍ରୀ ଶ୍ରୀଯୁକ୍ତ ଗଣେଶ୍ଵର ବେହେରାଙ୍କ ସଭାପତିତ୍ବରେ ହଜାର ହଜାର କଂର୍ମୀମାନଙ୍କ ଗ୍ରହଣରେ ଫକୀର ଖଟୁଆ ଏବଂ ଶିବ ପ୍ରସାଦ ବିଶ୍ବାଳ ଓ ମୁକ୍ତାର ଖାଁଙ୍କ ନେତୃତ୍ୱରେ ଏକ ବିରାଟ୍ ରାଲିରେ ଯାଇଁ ଜିଲ୍ଲାପାଳଙ୍କ ଆବାସିକ କାର୍ଯ୍ୟାଳୟ ସମ୍ମୁଖରେ ମାନ୍ୟବର ଜିଲ୍ଲାପାଳ ଶ୍ରୀଯୁକ୍ତ ୱର୍ମାଙ୍କୁ ଏକ ଦାବିପତ୍ର ପ୍ରଦାନ କରିଥିଲେ । ତେବେ ଆସନ୍ତୁ ଶୁଣିବା ଗଣମାଧ୍ୟମ ଆଗରେ କଣ ପ୍ରତିକ୍ରିୟା ରଖୁଛନ୍ତି ପୂର୍ବତନ ମନ୍ତ୍ରୀ ଶ୍ରୀଯୁକ୍ତ ବେହେରା ।

କେନ୍ଦ୍ରାପଡାରୁ ଆମ ଜିଲ୍ଲା ପ୍ରତିନିଧି ପ୍ରଫୁଲ୍ଲ କୁମାର ଦାସଙ୍କ ରିପୋର୍ଟ ଓଡିଶା 1 ଟିଭି ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here