ରାସ୍ତା ପାଲଟିଛି ମରଣ ଯନ୍ତା

ଅସରାଏ ବର୍ଷା ହେଲେ ଖାଲରେ ଜମୁଛି ପାଣି ଉପାନ୍ତ ଅଞ୍ଚଳ କି କୌଣସି ଦୁର୍ଗମ ଅଞ୍ଚଳର ରାସ୍ତା ନୁହେଁ ଏ ହେଉଛି ରାଜଗାଙ୍ଗପୁର ପୌରପାଳିକା ଅନ୍ତର୍ଗତ ୱାର୍ଡ ନ ୧୫ ଓ ୱାର୍ଡ ନ ୧୩ କୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତାଟି ଏବେ ଜନସାଧାଣଙ୍କ ପାଇଁ ମରଣ ଯନ୍ତା ପାଲଟିଛି  । ଦୀର୍ଘ ଦିନ ହେବ ମରାମତି ଓ ରକ୍ଷଣାବେକ୍ଷଣ ନହେବା ଫଳରେ ରାସ୍ତାଟିରେ ଖାଲ ସବୁ ସୃଷ୍ଠି ହେଇଛି ଫଳରେ ରାସ୍ତା ରେ ଯିବା ଆସିବା କରୁଥିବା ସାଇକେଲ ମୋଟର ସାଇକେଲ ଆରୋହୀ ଓ ପାଦ ଚଲା ଲୋକେ ହଇରାଣ ହରକତ ହେଉଛନ୍ତି ଯଥା ଶୀଘ୍ର ରାସ୍ତା ଟୀ ମରାମତି କରିବା ପାଇଁ ଜନସାଧାରଣ ରେ ଦାବି ହେଉଛି।

ସୁନ୍ଦରଗଡ଼ ରୁ ସଂଜୀବ କୁମାର ପାଢୀଙ୍କର ରିପୋର୍ଟ ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here