କାମାକ୍ଷନଗର: ବିଜେପି ନମୋ ଇଣ୍ଡିଆ ୨୦୨୪ ମିଶନ ଓଡିଶା ଓ ରାଷ୍ଟ୍ରୀୟ ଗୋରକ୍ଷା ବାହିନୀ ସେବା ସଂଘ ଢେଙ୍କାନାଳ ଜିଲ୍ଲା ପରିଵାର ତରଫରୁ କାମାକ୍ଷନଗର ଅଞ୍ଚଳ ରେ ଗୋ ପୂଜନ |

ବିଜେପି  ନମୋ ଇଣ୍ଡିଆ ୨୦୨୪ ମିଶନ ଓଡିଶା ଓ ରାଷ୍ଟ୍ରୀୟ ଗୋରକ୍ଷା ବାହିନୀ ସେବା ସଂଘ ଢେଙ୍କାନାଳ ଜିଲ୍ଲା ପରିଵାର ତରଫରୁ ଜିଲ୍ଲା ସଭାପତି ଇଞ୍ଜିନିୟର ହିମାଦ୍ରି ଦାସ ଓ ଜିଲ୍ଲା ସଂଗଠନ ମନ୍ତ୍ରୀ ମାନନୀୟ ଶ୍ରୀ ଗଣେଶ ମହାକୁଡ଼ , ଙ୍କ ନେତୃତ୍ବରେ ତଥା ସ୍ଥାନୀୟ ପ୍ରମୁଖ କାର୍ଯ୍ୟକର୍ତା ଡମ୍ଵୁରୁଧର ବିଶ୍ଵାଳ,ମାୟାଧର ବେହେରା,ଅମ୍ଵୁଜ ବେହେରା , ରତ୍ନାକର ବେହେରା, ରଞ୍ଜନ ବେହେରା, ବିନ୍ଦୁ ବେହେରା,ରଞ୍ଜିତା ବେହେରା,ଫୁଲ ସାହୁ,ମଳୟ ସାହୁ,ଵନୀତା ସାହୁ,ସୀତା ସାହୁ, ସତ୍ୟଭାମା ସାହୁ,ତପ ସାହୁ,ସୁଫଳା ଵିଶ୍ଵାଳ ଙ୍କ ଉପସ୍ଥିତି ଓ ସମ୍ପୁର୍ଣ୍ଣ ସହଯୋଗରେ, କାମାକ୍ଷାନଗର ବ୍ଲକ,କାନପୁରା ପଞ୍ଚାୟତ,ଗୁଣ୍ଡିଚାନାଳୀ ଗ୍ରାମରେ ଗୋମାତା ପୂଜନ  କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି । ସଭାପତି ଇଞ୍ଜିନିୟର ହିମାଦ୍ରି ଦାସ ଓ ଜିଲ୍ଲା ସାଧାରଣ ସମ୍ପାଦକ ଗଣେଶ ମହାକୁଡ଼ ଗୋ ସୁରକ୍ଷା , ଗୋମାତାଙ୍କୁ ପୂଜନ ଓ ଗୋ ପାଳନ ଉପରେ ବିସ୍ତୃତ ଭାବରେ ଆଲୋଚନା କରିଥିଲେ ତତସହିତ  ସମୂହ ଗୋମାତାଙ୍କୁ ବନ୍ଦାପନା ସହ ପୂଜାର୍ଚନା କରିଥିଲେ ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here