ଅତିରିକ୍ତ ଜିଲ୍ଲାପାଳ ରାଉରକେଲା ଙ୍କ ଜେଲ ରୋଡ ପରିଦର୍ଶନ, ଅକ୍ଟୋବର ମାସ ଶେଷ ସୁଦ୍ଧା ରାସ୍ତା ମରାମତି ଶେଷ କରିବା ଉପରେ ଗୁରୁତ୍ୱାରୋପ

ରାଉରକେଲା ସହରର ବିଭିନ୍ନ ଅଂଚଳର ରାସ୍ତାର ଦୁରାବସ୍ତାକୁ ନେଇ ଅତିରିକ୍ତ ଜିଲ୍ଲାପାଳ ରାଉରକେଲା ଶ୍ରୀମତୀ ଅବୋଲି ସୁନୀଲ ନରୱଣେ ରାସ୍ତା ସହ ସମ୍ପୃକ୍ତ ବିଭିନ୍ନ ଅଧିକାରୀଙ୍କ  ସହ ଏକ ସମୀକ୍ଷl ବୈଠକ କରି ରାସ୍ତା ସ୍ଥିତି ଉପରେ ଆଲୋଚନା କରିଥିଲେ l

ସେହି ମର୍ମରେ ଆଜି ତା ୭/୧୦/୨୦ ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତୀ ନରୱଣେ ସ୍ଥାନୀୟ ଜେଲ ରୋଡ ପରିଦର୍ଶନ କରିବାସହ ଅକ୍ଟୋବର ମାସ ଶେଷ ସୁଦ୍ଧା ରାସ୍ତା ର ମରାମତି ପୂର୍ଣ୍ଣାଙ୍ଗ କରିବା ନିମନ୍ତେ ସମ୍ପୃକ୍ତ ଅଧିକାରୀଙ୍କୁ କଡା ନିର୍ଦେଶ ଦେଇଛନ୍ତି l  ଏହି ମାସ ଶେଷ ସୁଦ୍ଧା ରାସ୍ତା  ମରାମତି ଶେଷ କରିବାକୁ ପରିଦର୍ଶନ ସମୟରେ ଉପସ୍ଥିତ ଥିବା

ଓ ଡବ୍ଲୁ ଏସ ଏସ ବି ଅଧିକାରୀ ଏବଂ ପି ଡବ୍ଲୁ ଡି ବିଭାଗର କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ପ୍ରମୁଖ ପ୍ରତିଶୃତି ପ୍ରଦାନ କରିଛନ୍ତି l

ସୁନ୍ଦରଗଡ଼ ରୁ ସଂଜୀବ କୁମାର ପାଢୀଙ୍କର ରିପୋର୍ଟ ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here