ତପନ ମଲ୍ଲଙ୍କ ହତ୍ୟାକାରୀଙ୍କୁ ଗିରଫ୍ ପ୍ରତିବାଦରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆମରଣ ଅନଶନ

କେନ୍ଦ୍ରାପଡା: ଆଜି କେନ୍ଦ୍ରାପଡା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗରଦପୁର ବ୍ଲକ ଅନ୍ତର୍ଗତ ପାଖଡ ଗ୍ରାମର ତପନ ମଲ୍ଲଙ୍କ ହତ୍ୟାକାଣ୍ଡ ଘଟଣା ଏଥି ମଧ୍ୟରେ ୧ମାସ ବିତିଯାଇଥିଲେ ମଧ୍ୟ ହତ୍ୟା କାରୀଙ୍କୁ ଏପର୍ଯ୍ୟନ୍ତ ପୋଲିସ ଗିରଫ ନକରିବା ପଛେ କଣ ରହିଛି କାରଣ । ଏହି ଘଟଣାବଳୀକୁ ନେଇ ମଧ୍ୟ ତପନ ନାୟକର ସପରିବାର ଏକ ଲିଖିତ ଅଭିଯୋଗ ମଧ୍ୟ ପାଟକୁରା ଥାନାରେ କରାଯାଇଛି । ଏହି ଘଟଣା ବଳୀକୁ ନେଇ ଏକ କେସ୍ ମଧ୍ୟ ରେଜେଷ୍ଟ୍ରି ପାଟକୁରା ପୋଲିସ୍ କରିଛି ହେଲେ ଅଦ୍ୟାବଧି ପଦକ୍ଷେପ୍ ଶୂନ୍ ହୋଇଥିବାରୁ । ତୁରନ୍ତ ଅଭିଯୁକ୍ତ ବା ଆସାମୀ ମାନଙ୍କୁ ଗିରଫ୍ ଦାବି ଓ ପାଟକୁରା ଥାନା ପୋଲିସର ନିଷ୍କ୍ରିୟତା ପଦକ୍ଷପ୍ ଏବଂ ନୀରପେକ୍ଷ ତଦନ୍ତ ପାଇଁ ଭାରତୀୟ ମାନବ ଅଧିକାର ପରିଷଦ୍ ଓଡିଶା ଶାଖା ତରଫରୁ ବହୁ ସାମାଜିକ କର୍ମୀ ଓ ତପନ ମଲ୍ଲର ପରିବାର ସଦସ୍ୟ ଏବଂ ମାନବାଧିକାର କମିଶନ ଜିଲ୍ଲା ଶାଖାର କର୍ମକର୍ତ୍ତା ମାନେ ପ୍ରତିବାଦ ସ୍ୱରୂପ ବିକ୍ଷୋଭ୍ ପଦର୍ଶନ କରିବା ସହିତ ଅଭିଯୁକ୍ତ ବା ଆସାମୀ ମାନଙ୍କୁ ଆଜିଯାଏ ପୋଲିସ କାହିଁକି ଗିରଫ୍ କରୁନି ଓ ଏହା ପଛରେ କିପ୍ରକାର ଏବଂ କଣ ସବୁ ଗୁଢ ରହସ୍ୟ ଲୁଚି ରହିଛି ନା କୌଣସି ରାଜନୈତିକ ଚାପର ବଶବର୍ତ୍ତୀ ହୋଇ ପାଟକୁରା ଥାନା ଅଧିକାରୀ ନୀରବ ଦ୍ରଷ୍ଟା ପାଲଟିଛନ୍ତି କିମ୍ବା କାହା ଇଂଗୀତରେ ମୋଟା ଅଙ୍କର ମାଲ୍ ନେଇ ଉକ୍ତ କେସକୁ ପୋଲିସ ଚାପିବାକୁ ମସୁଧା ଚଳାଇଛି । ଏସମସ୍ତ ଘଟ୍ଟଣାର ପୁରା ତଥ୍ୟାବଳୀ ସହିତ ଆମେ ପର୍ଦ୍ଦାଫାସ୍ କରିବୁ ଆମ ଚ୍ୟାନେଲ ମଧ୍ୟମରେ ଆଗାମୀ ଅଧ୍ୟାୟରେ । ଆପଣମାନେ ଏମିତି ଆମ ଚ୍ୟାନେଲକୁ ଦେଖୁଥାନ୍ତୁ ଆଉ ଲାଇକ୍ ଏବଂ ସବସ୍କ୍ରାଇବ୍ କରିବା ପାଇଁ ଆଦୌ ଭୂଲନ୍ତୁ ନାହିଁ ।

କେନ୍ଦ୍ରାପଡାରୁ ଆମ ଜିଲ୍ଲା ପ୍ରତିନିଧି ପ୍ରଫୁଲ୍ଲ କୁମାର ଦାସଙ୍କ ରିପୋର୍ଟ ଓଡିଶା 1ଟିଭି

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here