ଜଗତସିଂହପୁର ଯୁବ କଂଗ୍ରେସ ଓ ଛାତ୍ର କଂଗ୍ରେସ ପକ୍ଷରୁ ନରେଦ୍ର ମେ।ଦି ଓ ଯେ।ଗୀ ଆଦିତ୍ଯନାଥଙ୍କ କୁଶପୁଳତିକା ଦାହ

ଜଗତସିଂହପୁର : ଜଗତସିଂହପୁର  ସଦର ରେ ଆଜି କଂଗ୍ରେସ ପକ୍ଷରୁ ବିକ୍ଷେ।ପ ପଦଶନ କରାଯାଇଛି ।ଉତ୍ତର ପ୍ରଦେଶ ର ଦୁଷ୍କର୍ମ ପୀଡିତା ମନୀଷା ବାଲ୍ମିକୀ ଙ୍କୁ ନ୍ଯାୟ ଏବଂ ଉତ୍ତର ପ୍ରଦେଶ ପୋଲିସ୍ ଯେଉଁ ଭଳି ଭାବେ ସମ୍ମାନୀୟ ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀ ଙ୍କୁ ଦୁର୍ବ୍ଯବହାର ଏବଂ ଅସଦାଚରଣ ପ୍ରଦର୍ଶନ କୁ ତୀବ୍ର ବିରୋଧ କରି ଜିଲ୍ଲା ଯୁବ କଂଗ୍ରେସ ସଭାପତି ପ୍ରଶାନ୍ତ ମଲ୍ଲିକ ଙ୍କ ନେତ୍ରୁତରେ ଜିଲ୍ଲା ଯୁବ କଂଗ୍ରେସ ଓ ଛାତ୍ର କଂଗ୍ରେସ ତରଫରୁ ଟାଉନ ହଲ ଠାରୁ ଯୁବ କଂଗ୍ରେସ ଓ ଛାତ୍ର କଂଗ୍ରେସ କର୍ମୀ ମାନେ ଏକ ଶୋଭାଯାତ୍ରା  ମୁନ୍ଯିସିପାଲିଟି ଛକ ପର୍ଯ୍ଯନ୍ତ ଆସି ବିକ୍ଷୋଭ ପ୍ରଦର୍ଶନ କରିବା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଉତ୍ତର ପ୍ରଦେଶ ମୁଖ୍ଯମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ ଙ୍କ କୁଶ ପୁତ୍ତଳିକା ଦାହ କରିଛନ୍ତି। ଏବଂ ମନୀଷା ବାଲ୍ମିକୀ ଙ୍କୁ ନ୍ଯାୟ ପ୍ରଦାନ କରିାବକୁ ଦାବି ମଧ୍ଯ କରିଛନ୍ତି। ଏହି ବିକ୍ଷୋଭ ପ୍ରଦର୍ଶନ କାର୍ଯ୍ୟକ୍ରମ ରେ ତିର୍ତ୍ତୋଲ ଉପ ନିର୍ବାଚନ ର ଆଶାୟୀ କଂଗ୍ରେସ ପ୍ରାର୍ଥୀ ଯୁବ ସମାଜସେବୀ ଇଂ ହିମାଂଶୁ ଭୂଷଣ ମଲ୍ଲିକ,  ବାଲିକୁଦା ଯୁବ ନେତା କେଦାର ଦଳେଇ,ଛାତ୍ର ନେତା ପ୍ରିତମ ପରିଜା,ତିର୍ତ୍ତୋଲ ଯୁବ କଂଗ୍ରେସ ସଭାପତି ବେଦଦ୍ଯୁତି ପ୍ରୁଷ୍ଟି ,  ସୁନିଲ କୁମାର ମାଟିଆ, ଆଲୋକ ଶୁକ୍ଳା,ସତ୍ୟ ମଲ୍ଲିକ,ସୂର୍ଯ୍ୟକାନ୍ତ ସାହୁ,ଅନିଲ ଦାସ,ସମିର୍ ଖୁଣ୍ଟିଆ,ପଙ୍କଜ ମହାନ୍ତି,ରୁଦ୍ର ମହାନ୍ତି, ସଫି ଆଜମ୍, ସାଇପ୍ରଭଞ୍ଜନ ମହାପାତ୍ର , ସୁଦାମ ସ୍ବାଇଁ, ଅଭିନନ୍ଦନ ସେଠୀ, ଆଶିଷ କୁମାର ମଲ୍ଲିକ, ରବୀନ୍ଦ୍ର ମଲ୍ଲିକ ଶହେରୁ ଉର୍ଦ୍ଧ୍ବ ଯୁବ କଂଗ୍ରେସ କର୍ମୀ ଯୋଗ ଦେଇ ଥିଲେ ।

ଜଗତସିଂହପୁର ଜିଲ୍ଲାରୁ ଜିଲ୍ଲା ପ୍ରତିନିଧି ପ୍ରଫୁଲ କୁମାର ସାହୁ ଙ୍କ ରିପେ।ଟ

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here