ଖବର ସଂକ୍ଷେପ ରେ …ତାରିଖ ୦୫/୧୦/୨୦, ସୋମବାର (NEWS IN BULLETS) : 7 AM

୧-ଆଜି +୨ ଦ୍ବିତୀୟ ପର୍ଯ୍ୟାୟ ମେଧା ତାଲିକା ହେବ ପ୍ରକାଶ,୬ରୁ ୮ ମଧ୍ୟରେ ସରିବ ନାମଲେଖା।

୨-ଭୁବନେଶ୍ୱର:ଆଜି ପ୍ରକାଶ ପାଇବ JEE ADVANCED ଫଳାଫଳ।ଓ୍ବେବସାଇଟ୍ ରୁ ଦେଖି ହେବ Rank। ଓଡ଼ିଶାରୁ ପରୀକ୍ଷା ଦେଇଥିଲେ 30000ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ।

୩-ଡରାଇଲାଣି ବର୍ଷା : ୯ରେ ଆଉ ଏକ ଲଘୁଚାପ, ୧୩ ତାରିଖରେ ନେବ ବାତ୍ୟାର ରୂପ !

୪-ଗଞ୍ଜାମ ବେଗୁନିଆ ପଡ଼ା:କରୋନା ଉଜାଡି ଦେଲା ସଂସାର, ୩ ମାସରେ ଆଗପଛ ହୋଇ ଆରପାରିକୁ ଚାଲିଗଲେ ୪ ଭାଇ।

୫-ରାଜ୍ୟରେ Covid ମୁକାବିଲା ଲାଗି ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ସରକାର ଖର୍ଚ୍ଚ କରିଛନ୍ତି ୪୭୨ କୋଟି ଟଙ୍କା‌।

୬-ଭୁବନେଶ୍ୱର: ରାଜ୍ୟରେ ୨ଲକ୍ଷ ଟପିଲା ସୁସ୍ଥଙ୍କ ସଂଖ୍ୟା।୯୦୦କୁ ଟପିଲା କରୋନା ମୃତ୍ୟୁ।

୭-ମହୋଦଧୀ କୂଳେ ମହାନିଦ୍ରାରେ ଶୋଇଗଲେ ପ୍ରଦୀପ ମହାରଥୀ, ପୁଅ ରୁଦ୍ର ପ୍ରତାପ ଦେଲେ ମୁଖାଗ୍ନି।

୮-ସାମନ୍ତରାପୁର: ପୂର୍ବ ଶତ୍ରୁତା ପାଇଁ ଦୃବୃର୍ତ୍ତମାନେ ମିଠା ଦୋକାନୀକୁ ଗୋଡ଼ାଇ ହାଣିଲେ। ରାସ୍ତାରେ ଟାୟାର ଜାଳି ଲୋକଙ୍କ ପ୍ରତିବାଦ।

୯-ଆସନ୍ତା ବର୍ଷ ଜୁଲାଇ ସୁଦ୍ଧା ୨୫ କୋଟି ଭାରତୀୟଙ୍କୁ କରୋନା ଟୀକାକରଣ ଯୋଜନା:କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ହର୍ଷ ବର୍ଦ୍ଧନ

୧୦-ଦେଶରେ ଧନକୁବେରଙ୍କ ସୂଚୀର ଅଷ୍ଟାଦଶ ସ୍ଥାନରେ ରାମଦେବଙ୍କ ସହଯୋଗୀ ଆଚାର୍ଯ୍ୟ ବାଳକୃଷ୍ଣ।

୧୧-ଚୀନକୁ ଘେରିବେ ଭାରତ, ଜାପାନ, ଅଷ୍ଟ୍ରେଲିଆ ଓ ଆମେରିକା। ଏକାଠି ଲଢ଼ିବେ ଭାରତର ସ୍ଥଳ ଓ ବାୟୁସେନା।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here